Odisha Link
Bridging the Missing Links in Odisha
Daily Archives

October 14, 2024

ନିର୍ବାଚନ ପୂର୍ବରୁ ଟୋଲ ଫି’ ଛାଡ଼…

ଓଏଲ୍‌ ବ୍ୟୁରୋ: ବାଜିବ ମହାରାଷ୍ଟ୍ର ନିର୍ବାଚନ ବିଗୁଲ। ନିର୍ବାଚନ ପୂର୍ବରୁ ସିନ୍ଧେ କ୍ୟାବିନେଟର ବଡ ନିଷ୍ପତି। ମୁମ୍ବାଇକୁ ପ୍ରବେଶ ପାଇଁ ଥିବା ଟୋଲ୍ ଗେଟ୍ ଫି ଛାଡ଼ କରିଛନ୍ତି ସରକାର। ଆଜି ରାତିରୁ ଲାଗୁ ହେବ ନୂଆ ନିୟମ। ଆଜି ମଧ୍ୟରାତ୍ରିରୁ ହାଲୁକା ଯାନ ପାଇଁ ଟୋଲ ଫି' ଛାଡ଼ କରାଯିବ। ୫ଟି ଟୋଲ…

୧୮ ଘଣ୍ଟା ପରେ ବି ମିଳୁନି ନିଖୋଜ…

ଓଏଲ୍‌ ବ୍ୟୁରୋ: ଇବ ନଦୀରେ ବୁଡ଼ି ଯୁବକ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଅନ୍ତର୍ଗତ ବାଲିଶଙ୍କରା ଘୋଘର ନିକଟରେ ରବିବାର ଏହି ଅଘଟଣ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିପାରିନାହିଁ। ଯୁବକ ଜଣଙ୍କ ନାଁ ହେଉଛି…

ବିମାନରେ ବୋମା ଆତଙ୍କ, ଜରୁରୀ ଅବତରଣ କଲା…

ଓଏଲ୍‌ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯାଉଥିଲା ବିମାନ। ବୋମା ଧମକ ପରେ ବିମାନର ଦିଗ ପରିବର୍ତ୍ତନ କରାଯାଇ ଦିଲ୍ଲୀ ଏୟାରକୋର୍ଟରେ ଜରୁରୀ ଅବତରଣ କରାଗଲା। ବୋମା ଆତଙ୍କ ପରେ ଜରୁରୀ ଅବତରଣ କଲା ବିମାନ। ବିମାନ ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ…

ଜମ୍ମୁ-କଶ୍ମୀର: ହଟିଲା ରାଷ୍ଟ୍ରପତି…

ଓଏଲ୍‌ ବ୍ୟୁରୋ: ପ୍ରାୟ ୭ ବର୍ଷ ୪ ମାସ ପରେ ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନକୁ ହଟାଇ ଦିଆଯାଇଛି। ରବିବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରରୁ ହଟିଛି ରାଷ୍ଟ୍ରପତି ଶାସନ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ବର୍ତ୍ତମାନ ଜମ୍ମୁ କଶ୍ମୀରରେ ନୂତନ ସରକାର ଗଠନ…

ମେଲାଣି ନେବେ ମାଆ, ଦିନ ୩ଟାରୁ ଟ୍ରାଫିକ…

ଓଏଲ୍‌ ବ୍ୟୁରୋ: ମାଆଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା। ଭସାଣ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଆଙ୍କ ମେଲାଣି ଦେବା ପାଇଁ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବରରେ ଦିନ ୩ଟାରୁ…

ସରିଲା ନବଦିନାତ୍ମକ ଲୀଳା, ଆଜି…

ଓଏଲ୍‌ ବ୍ୟୁରୋ: ମାଆଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା। ଭସାଣ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଆଙ୍କ ମେଲାଣି ଦେବା ପାଇଁ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱର ୩ଟି ଭସାଣ କମିଟି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଓ ଦୁର୍ଗାପୂଜା ଭସାଣି ହେତୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ଏ ସଂପର୍କରେ ସାଧାରଣ…