Odisha Link
Bridging the Missing Links in Odisha
Daily Archives

October 15, 2024

ବିଜେଡି ପରାଜୟକୁ ନେଇ ବଢୁଛି ବିବାଦ,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା…

ବିଜେପି ସାଙ୍ଗଠନିକ ନିର୍ବାଚନ: ପୁରୀ…

ଓଏଲ୍‌ ବ୍ୟୁରୋ: ଘର ସଜାଡ଼ିବ ଭାରତୀୟ ଜନତା ପାର୍ଟି। ଏଥିପାଇଁ ଅଣ୍ଟା ଭିଡ଼ିଲାଣି ବିଜେପି। ଲଗାତାର ୩ୟ ଥର ପାଇଁ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଜେପି ସାରା ଦେଶରେ ସେବା ସପ୍ତାହ ପାଳନ କରିଥିଲା। ବର୍ତ୍ତମାନ ସଦସ୍ୟ ଅଭିଯାନ ପ୍ରକ୍ରିୟା ଚାଲୁ ରହିଛି। ଏସବୁ ମଧ୍ୟରେ ଦଳର ସାଙ୍ଗଠନିକ ସ୍ଥିତିକୁ…

ସ୍କ୍ରାପିଂ ପାଇଁ ପ୍ରୋତ୍ସାହନ, ପୁରୁଣା…

ଓଏଲ୍‌ ବ୍ୟୁରୋ: ଏଣିକି ୧୫ ବର୍ଷ ତଳର ପୁରୁଣା ଗାଡ଼ିକୁ ସ୍କ୍ରାପିଂ କଲେ ଛାଡ଼ ହେବ ୨ ବର୍ଷର ବକେୟା ଟିକସ। ପୁରୁଣା ଗାଡ଼ି ମାଲିକଙ୍କୁ ଆକୃଷ୍ଟ ପାଇଁ ରାଜ୍ୟ ପରିବହନ ବିଭାଗ ଏହି ନିଷ୍ପତ୍ତି ନେଇଛି ।୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ…

ନିର୍ବାଚନ ୨୦୨୪: ଗୋଟିଏ ଦିନରେ ପ୍ରକାଶ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା ଆଜି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ…

ସରକାରଙ୍କ ବଡ଼ ନିଷ୍ପତି: ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଧାନକିଣା ବୈଠକ ଆୟୋଜିତ ହୋଇଛିଇ। ଓଡ଼ିଶାରେ ଧାନ ବିକ୍ରି ନେଇ ରାଜସ୍ବ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଧାନ କିଣା ବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ ହେବ। ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେନି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

ମହାରାଷ୍ଟ୍ର ନିର୍ବାଚନ: ୨୮୮ ଆସନ ପାଇଁ…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଭାରତୀୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩…

୨ଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ନଭେମ୍ବର ମାସରେ ହେବ ଝାଡ଼ଖଣ୍ଡ ନିର୍ବାଚନ। ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି…

ବାଜିଲା ନିର୍ବାଚନୀ ବିଗୁଲ, ନଭେମ୍ବର…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଭାରତୀୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩…

କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା…

ଓଏଲ୍‌ ବ୍ୟୁରୋ: କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି। କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି। ଟାସ୍କଫୋର୍ସର ଅଧ୍ୟକ୍ଷତା କରିବେ ମୁଖ୍ୟ…

ବାବା ସିଦ୍ଦିକିଙ୍କ ହତ୍ୟା ପରେ…

ଓଏଲ୍‌ ବ୍ୟୁରୋ: ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେବା ସହ ସମଗ୍ର ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ…