Odisha Link
Bridging the Missing Links in Odisha
Daily Archives

October 15, 2024

ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ୪…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି। ଚଳିତବର୍ଷ ସ୍ଵାଭାବିକ ସମୟର ବିଳମ୍ବରେ ମୌସୁମୀ ଫେରୁଛି। ଉତ୍ତର ଓ ଉପକୂଳ ଓଡ଼ିଶାର ସବୁ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଗତ ୨ ଦିନ ହେଲା…

ନଭେମ୍ବର ୧୫ରୁ କଟକ ବାଲିଯାତ୍ରା, ଆଜିଠୁ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ନଭେମ୍ବରରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା। ନଭେମ୍ବର ୧୫ରୁ ଆରମ୍ଭ ହୋଇ ନଭେମ୍ବର ୨୨ ଯାଏଁ ଚାଲିବ କଟକ ବାଲିଯାତ୍ରା। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଥିବାବେଳେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ…

ଆଜି ବିଶ୍ୱ ହାତଧୂଆ ଦିବସ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ହାତଧୂଆ ଦିବସ। ହାତଦ୍ୱାରା ଜୀବାଣୁ ପାଟିକୁ ଯାଉଥିବାରୁ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ହାତଧୂଆ ଦିବସର ବାର୍ତ୍ତା ରହିଛି ‘ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ’। ବିଦ୍ୟାଳୟ ଗୁଡ଼ିକରେ…

‘ଶୃଙ୍ଖଳିତ ହେବ ଜଗା ଦର୍ଶନ,…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଥାନ୍ତି। ତେବେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନକୁ ଅଧିକ ସୁବିଧାଜନକ କରିବା ଲକ୍ଷ୍ୟରେ ଏକ ନକ୍ସା ପ୍ରସ୍ତୁତ କରାଯାଇଛି ବୋଲି ଆଇନ୍‍ମନ୍ତ୍ରୀ…

୨ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ…

ଓଏଲ୍‌ ବ୍ୟୁରୋ: ଇବ ନଦୀରେ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ। ରବିବାର ପରିବାର ସହ ବୁଲିବାକୁ ଆସି ବୁଡ଼ିଯାଇଥିଲେ।ସୁନ୍ଦରଗଡ଼ ଘୋଘର ନିକଟ ଇବ ନଦୀରେ ବୁଡ଼ିଯାଇ ନିଖୋଜ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଅନ୍ତର୍ଗତ ବାଲିଶଙ୍କରା ଘୋଘର ନିକଟରେ ରବିବାର ଏହି ଅଘଟଣ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ…

ଆସନ୍ତାକାଲି ମୁମ୍ବାଇ ଯିବେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ। ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିବେ। ଜାନୁଆରୀ ୨୦୨୫ରେ ଓଡ଼ିଶାରେ ଉତ୍କର୍ଷ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ଯୋଗ ଦେବାକୁ…

ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ। ଆଜି ୨ ରାଜ୍ୟରେ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ। ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍‌ କନ୍‌ଫରେନ୍ସ…

ସିବିଏସ୍‍ଇର କଡ଼ା ନିୟମ, ୭୫ ପ୍ରତିଶତ…

ଓଏଲ୍‌ ବ୍ୟୁରୋ: ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନୈରାଶ୍ୟଜନକ ହେଉଥିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ।  ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରୀଛାତ୍ର ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। କେନ୍ଦ୍ରୀୟ…

ବୃଦ୍ଧାଶ୍ରମ ବିବରଣୀ ମାଗିଲେ ସରକାର, ୭…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବହୁ ସଂଖ୍ୟାରେ ଘରୋଇ ବୃଦ୍ଧାଶ୍ରମ ଚାଲିଥିବା ବେଳେ ଏହାର ସବିଶେଷ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କାର୍ଯ୍ୟ କରୁଥିବା ଘରୋଇ ବୃଦ୍ଧାଶ୍ରମ ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ସୁରକ୍ଷା ଓ…

ବିଧିବଦ୍ଧ ବିଜ୍ଞପ୍ତି ଜାରି: ବୈଧ ନୁହେଁ…

ଓଏଲ୍‌ ବ୍ୟୁରୋ: ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ସମାଜର ଗଠନକୁ ଦୃଢ କରିଥାଏ। ଏହା ପରିବାର ମଧ୍ୟରେ ସହଯୋଗ ଏବଂ ସମର୍ଥନ ଭାବନାକୁ ପ୍ରୋତ୍ସାହିତ କରେ। ତେବେ ବିବାହ ଓ ବିଚ୍ଛେଦ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ସମାଜ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିଥାଏ। ତେବେ ବିବାହ ଓ…