ଓଡ଼ିଆ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲା:…
ଓଏଲ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ରାଜ୍ୟ ପୁଲିସ ଗୁରତର ସହ ନେଇଛି। ଏହି ଘଟଣାରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା(ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ) ଆଇଜି ଏସ. ସାଇନି ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ। ଏହା ସହ ସେ ସେଠାରେ ପୀଡିତାଙ୍କୁ…