Odisha Link
Bridging the Missing Links in Odisha
Daily Archives

October 16, 2024

ଜଗା ଦର୍ଶନକୁ ନେଇ ଆସିଲା ବଡ଼ ଖବର, କେବଳ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ କାର୍ତ୍ତକି ମାସ। ଧର୍ମ ମାସ ଆରମ୍ଭ ହେବା ପୂର୍ବରୁ ଜଗା ଦର୍ଶନକୁ ନେଇ ଆସିଛି ବଡ଼ ତଥ୍ୟ। ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ। ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର:…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ଭେଟି। ଦୀପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଛନ୍ତି। ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସରକାରୀ କର୍ମଚାରୀଙ୍କ ସହ ପେନ୍‌ସନ୍‌…

ଚାଷୀଙ୍କୁ ଦୀପାବଳୀ ଭେଟି, ୬ଟି ଫସଲର…

ଓଏଲ୍‌ ବ୍ୟୁରୋ: ଚାଷୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ମୋଦି ସରକାର। ସରକାର ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିଛନ୍ତି। ସୋରିଷ କୁଇଣ୍ଟାଲ ପିଛା ୩୦୦ ବଢ଼ି ୫୯୫୦ ଟଙ୍କା ହୋଇଛି। ବାର୍ଲି କୁଇଣ୍ଟାଲ ପିଛା ୧୩୦ ବଢ଼ି ୧୯୮୦ ଟଙ୍କା ହୋଇଛି। ବୁଟ ଏମ୍‌ଏସ୍‌ପି…

ଅପରାଧମୁକ୍ତ ଅଞ୍ଚଳ ଲକ୍ଷ୍ୟ, ସିସିଟିଭି…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ଅପରାଧମୁକ୍ତ ଅଞ୍ଚଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସାହି ଗଳିକନ୍ଦିରେ ସିସିଟିଭି ଲାଗିବ। ସହରରେ ସିସିଟିଭି ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ସୂଚନା ଦେଇଛନ୍ତି। ୬୦୦ରୁ ଅଧିକ ହାଇ କାପାସିଟ୍ ସିସିଟିଭି ସର୍ଭେଲାନ୍ସରେ…

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ପ୍ରାୟ ୭ ବର୍ଷ ୪ ମାସ ପରେ ଜମ୍ମୁ-କଶ୍ମୀରକୁ ମିିଳିଲେ ନୂଆ ମୁଖ୍ୟମନ୍ତ୍ରୀ। ଆଜି ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ଦିନ ସାଢେ ଏଗାରଟାରେ ଶପଥ ନେଇଛନ୍ତି ନବନିର୍ବାଚିତ ବିଧାୟକ ଓମାର ଅବଦୁଲ୍ଲା।…

ଗଞ୍ଜାମ ବିଜେଡିରେ କଳି: ଲତିକାଙ୍କ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ। ଏଥିପାଇଁ ଦଳ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏସବୁ ମଧ୍ୟରେ ଗଞ୍ଜାମ ବିଜେଡି କଳି ପଦାରେ ପଡ଼ିଛି। ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ଯାହାକୁ…

ଚର୍ଚ୍ଚାରେ ବିଜେଡିର ପରାଜୟ, ଅମର ଓ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା…

ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ…

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ।ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ନାୟବ ସିଂ ସାଇନିଙ୍କୁ ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ…

ଗଞ୍ଜାମ ବିଜେଡିରେ କଳି, ର‍ଞ୍ଜିତା…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ। ଏଥିପାଇଁ ଦଳ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏସବୁ ମଧ୍ୟରେ ଗଞ୍ଜାମ ବିଜେଡି କଳି ପଦାରେ ପଡ଼ିଛି। ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।…

ବିଶ୍ୱ ଖାଦ୍ୟ ଦିବସ: ଉତ୍ତମ ଭବିଷ୍ୟତ…

ଓଏଲ୍‌ ବ୍ୟୁରୋ: ବିଶ୍ୱ ଖାଦ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ। ମିଳିତ ଜାତିସଂଘ ଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନଟିକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରିବା ଲାଗି ଘୋଷଣା କରାଯାଇଛି। ଖାଦ୍ୟ ଦିବସର…