Odisha Link
Bridging the Missing Links in Odisha

ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ।ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ନାୟବ ସିଂ ସାଇନିଙ୍କୁ ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.