Odisha Link
Bridging the Missing Links in Odisha
Daily Archives

October 17, 2024

ଆଇସ୍‌କ୍ରିମରେ ଅପମିଶ୍ରଣ! ରାଉରକେଲାରେ…

ଓଏଲ୍‌ ବ୍ୟୁରୋ: ଦୁଗ୍ଧ, ଘିଅ, ଟମାଟୋ ସସ୍ ଦ୍ରବ୍ୟରେ ନକଲି ବା ଅପମିଶ୍ରଣ ହେବା ନେଇ ଅନେକ ଅଭିଯୋଗ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଆଇସ୍‌କ୍ରିମରେ ଅପମିଶ୍ରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କାରଖାନା ଠାବ ହୋଇଛି।ରାଉରକେଲାରେ ଆଇସ୍‌କ୍ରିମ କାରଖାନା ସିଲ୍‌ କରାଯାଇଛି। ବିନା ଅନୁମତିରେ ବହୁ ବର୍ଷ…

ଦିଲ୍ଲୀ କ୍ୟାପିଟାଲ୍ସକୁ ମିିଳିଲା ଦେଶୀ…

ଓଏଲ୍‌ ବ୍ୟୁରୋ: ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପୂର୍ବରୁ ଦୁଇ ପୂର୍ବତନ ଭାରତୀୟ ଖେଳାଳିଙ୍କୁ ଗୁରୁ ଦାୟିତ୍ବ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ। ପୂର୍ବତନ ଷ୍ଟାର ଖେଳାଳି ହେମଙ୍ଗ ବଦାନୀ ଓ ଭେଣୁଗୋପାଳ ରାଓଙ୍କୁ କୋଚିଂ ଷ୍ଟାଫ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ…

ହରିୟାଣା: ବିଜେପିର ତୃତୀୟ ପାଳି, ନାୟବ…

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ। ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହୋଇଛି। ନାୟବ ସିଂ ସଇନିଙ୍କୁ ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଆଜିଠୁ…

ସାତକୋଶିଆ ଆସିବେ ୧୬ ମହାବଳ ବାଘ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗିରହିଥିବା ଜଙ୍ଗଲ। ୫ ବର୍ଷ ଭିତରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଅଣାଯିବ ବାଘ। ଜନପ୍ରତିନିଧିଙ୍କ ସହଯୋଗରେ ହେବ…

ୟୁପି ଦଙ୍ଗା: ପୁଲିସର ଏନ୍‌କାଉଣ୍ଟର

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶ ବାହାରିଚ ଦଙ୍ଗା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ ଆଜି ଏନକାଉଣ୍ଟର କରିଛି। ସମ୍ପୃକ୍ତ ୨ ଅଭିଯୁକ୍ତ ନେପାଳ ଖସିଯିବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇବା ପରେ ଏନକାଉଣ୍ଟର କରିଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରିଛି ଉତ୍ତରପ୍ରଦେଶ ପୁଲିସ।…

ଭୁବନେଶ୍ୱରରେ ନକଲି କଲ୍ ସେଣ୍ଟର ଠାବ: ୬…

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା…

ବଢୁଛି ଶାସକ-ବିରୋଧୀ କଳି, ସଂତୃପ୍ତ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ଏଣିକି ୬୦…

ଓଏଲ୍‌ ବ୍ୟୁରୋ: ଟ୍ରେନ୍‌ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କଲା ରେଳ ବିଭାଗ। ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ ଆଡଭାନ୍ସ ବୁକିଂ କରିହେବ। ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ୧୨୦ ଦିନ ଆଗରୁ ଟିକେଟ ବୁକିଂର ବ୍ୟବସ୍ତା ଥିବାବେଳେ ବର୍ତମାନ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଦଳିବ…

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକର ସମସ୍ତ ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକର ନାମ ପରିବର୍ତ୍ତନ ହେବ। ମହର୍ଷି ବାଲ୍ମୀକିଙ୍କ ନାମରେ ନାମିତ ହେବ କର୍ଣ୍ଣାଟକର ସମସ୍ତ ସରକାରୀ ଆବାସିକ ବିଦ୍ୟାଳୟ। ଏହା ସହ ରାଇଚୁର ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ମଧ୍ୟ କରାଯିବ। ରାଇଚୁର ବିଶ୍ୱବିଦ୍ୟାଳୟର ନାମ…

୩୭ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍‌…

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ପ୍ରଥମ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ଅଲଆଉଟ୍। ମାତ୍ର ୪୬ ରନ୍‌ ସ୍କୋର କରି ଭାରତୀୟ ଦଳ ଅଲଆଉଟ୍‌ ହୋଇଛି। ଘରୋଇ ମାଟିରେ ଭାରତର ଏହା ହେଉଛି ସବୁଠୁ ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୩୭…