Odisha Link
Bridging the Missing Links in Odisha

ଆଇସ୍‌କ୍ରିମରେ ଅପମିଶ୍ରଣ! ରାଉରକେଲାରେ ଆଇସ୍‌କ୍ରିମ କାରଖାନା ସିଲ୍‌

ଓଏଲ୍‌ ବ୍ୟୁରୋ: ଦୁଗ୍ଧ, ଘିଅ, ଟମାଟୋ ସସ୍ ଦ୍ରବ୍ୟରେ ନକଲି ବା ଅପମିଶ୍ରଣ ହେବା ନେଇ ଅନେକ ଅଭିଯୋଗ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଆଇସ୍‌କ୍ରିମରେ ଅପମିଶ୍ରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କାରଖାନା ଠାବ ହୋଇଛି।ରାଉରକେଲାରେ ଆଇସ୍‌କ୍ରିମ କାରଖାନା ସିଲ୍‌ କରାଯାଇଛି। ବିନା ଅନୁମତିରେ ବହୁ ବର୍ଷ ଧରି ରାଉରକେଲାରେ ଆଇସ୍‌କ୍ରିମ କାରଖାନା ଚାଲିଥିଲା। ତେବେ ଆଇସ୍‌କ୍ରିମରେ ନିମ୍ନ ମାନର ଦ୍ରବ୍ୟ ମିଶ୍ରଣ ନେଇ ଅଭିଯୋଗ କ୍ରମେ ରେନ୍‌ବୋ କାରଖାନାର ବହୁ ଆଇସକ୍ରିମ ନଷ୍ଟ କରାଯାଇଛି।

Leave A Reply

Your email address will not be published.