Odisha Link
Bridging the Missing Links in Odisha

୬ କୋଟି ହଡ଼ପ ଅଭିଯୋଗ: ପିଇଓଙ୍କୁ ବାନ୍ଧିଲା ପୁଲିସ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ବଲାଙ୍ଗିରରେ ୫.୯୦ କୋଟି ଟଙ୍କା ହେରଫେର ମାମଲା ସାମ୍ନାକୁ ଆସିଛି। ୫.୯୦ କୋଟି ଟଙ୍କା ହେରଫେର ମାମଲାରେ ଆଗଲପୁର ଓ ଭରସୁଜା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ହୋଇଛନ୍ତି। ବିଡିଓଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ରାଜକିଶୋର ପୋଢ଼ଙ୍କୁ ଆଗଲପୁର ପୁଲିସ ଗିରଫ କରିଛି।

Leave A Reply

Your email address will not be published.