Odisha Link
Bridging the Missing Links in Odisha
Daily Archives

October 18, 2024

ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆଉ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ। ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶକ ସମ୍ମିଳନୀରେ ଘୋଷଣା କରିଛନ୍ତି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ। ଗ୍ରୀନ୍‌ ଆଲୁମିନିୟମ ଉତ୍ପାଦନ ପାଇଁ ୬ ଏମ୍‌ଟିପିଏ ଆଲୁମିନା ରିଫାଇନାଣି ଏବଂ ୩…

ଦୀପାବଳି ପରେ ଓଡ଼ିଶା କଂଗ୍ରେସ ପାଇବ ନୂଆ…

ଓଏଲ୍‌ ବ୍ୟୁରୋ: କିଏ ହେବ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ? ୩ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଷ୍ଟିୟରିଂ କମିଟି ଗଠନ କରି ଯେପରି କାମ ସାରି ଦେଇଛି ଏଆଇସିସି। ଯାହାର ପ୍ରଭାବ କଂଗ୍ରେସ ଭବନକୁ ଦେଖିଲେ ବାରି ହୋଇପଡୁଛି। ଖାଁ…

କୋହଲିଙ୍କ ‘ବିରାଟ’…

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁ ଟେଷ୍ଟରେ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି ବିଶ୍ବ କ୍ରିକେଟର ରନ୍‌ ମେସିନ୍‌ ବିରାଟ କୋହଲି। ବେଙ୍ଗାଲୁରୁରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଖାତା ଖୋଲି ପାରି ନଥିବା ବିରାଟ ଦ୍ବିତୀୟ ଇନିଂସରେ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି। ବିରାଟ…

ବିବାଦରେ ଓଲିଉଡ୍‌ ଅଭିନେତା, ଥାନାରେ…

ଓଏଲ୍‌ ବ୍ୟୁରୋ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବାବେଳେ ଫେସବୁକ୍‌ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଓଲିଉଡ ଅଭିନେତା। ବାବା ସିଦ୍ଦିକିଙ୍କ ମର୍ଡର ପରେ ଓ୍ବେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ବୋଲି ଫେସବୁକରେ ପୋଷ୍ଟ କରି ଅଡୁଆରେ ଫସିଛନ୍ତି ଓଲିଉଡ୍‌ ଅଭିନେତା…

ସଦଗୁରୁଙ୍କୁ ସୁପ୍ରିମ୍ ଆଶ୍ବସ୍ତି, ଖାରଜ…

ଓଏଲ୍‌ ବ୍ୟୁରୋ: ସଦଗୁରୁ ଜଗଦୀଶ ବାସୁଦେବଙ୍କୁ ମିଳିଲା ଆଶ୍ବସ୍ତି। ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଫାଉଣ୍ଡେସନରେ ଦୁଇ ମହିଳା ଭକ୍ତ କୌଣସି ଚାପ ବିନା ସ୍ବେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି ବୋଲି କହିବା ପରେ…

ଅସୁରକ୍ଷିତ ଯମୁନା ନଦୀ, ଖଣ୍ଡ ଖଣ୍ଡ ହୋଇ…

ଓଏଲ୍‌ ବ୍ୟୁରୋ: ଯମୁନା ନଦୀରେ ଧଳା ଚାଦର। ଖଣ୍ଡ ଖଣ୍ଡ ହୋଇ ଭାସୁଛି ଫେଣ। ଯୁଆଡେ ଚାହିଁଲେ ସିଆଡେ ଦଳ ଦଳ ହୋଇ ଭାସୁଛି ଧଳା ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ…

ପ୍ରତିମାସରେ ବେରୋଜଗାରୀଙ୍କୁ ମିଳିବ ୩୫ଶହ…

ଓଏଲ୍‌ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ପ୍ରାୟ ଯୁବପୀଢ଼ିଙ୍କ ହାତରେ ସ୍ମାର୍ଟ ଫୋନ୍‌ ଥିବ ନିଶ୍ଚୟ। ଅନ୍ୟପଟେ ବେରୋଜଗାରୀ ହାର ମଧ୍ୟ ବିଶ୍ବରେ ବଢ଼ି ଚାଲିଛି। ଏସବୁ ମଧ୍ୟରେ ଭାରତରେ ମଧ୍ୟ ବେରୋଜଗାରୀ ହାର ଉପରମୁହାଁ ରହିଛି। ସରକାରୀ ହେଉ ବା ବେସରକାରୀ ଚାକିରି ଖଣ୍ଡିଏ ପାଇଁ ପ୍ରତିଯୋଗିତା ଲାଗି ରହିଛି।…

ଅଙ୍ଗଚୋରି ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ତସ୍କରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କଟକରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ବାଲିଗୁଡ଼ା…

ହବିଷ୍ୟାଳି ପ୍ରସଙ୍ଗ: ବିରୋଧୀଙ୍କୁ…

ଓଏଲ୍‌ ବ୍ୟୁରୋ: କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନଥିଲା।…

ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର। ରାଜ୍ୟରେ ବଢ଼ିବ ଇଏସ୍ଆଇ ହସ୍ପିଟାଲ ସଂଖ୍ୟା। ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖୋଲିବ ଆହୁରି ୬ଟି ଇଏସ୍ଆଇ ହସ୍ପିଟାଲ। ବଢିବ ନିଯୁକ୍ତି ସୁଯୋଗ।୬ଟି ଇଏସ୍ଆଇ ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ଓ…