Odisha Link
Bridging the Missing Links in Odisha
Daily Archives

October 18, 2024

ଆଜିଠୁ ମୁମ୍ବାଇରେ ନିବେଶକ ସମ୍ମିଳନୀ:…

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ ସହ ରାଜ୍ୟର ବରିଷ୍ଠ…

ହମାସ ମୁଖ୍ୟଙ୍କୁ ହତ୍ୟା କଲା ଇସ୍ରାଏଲ,…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଉପରେ ଅକ୍ଟୋବର ୭, ୨୦୨୩ ମସିହାରା ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ହମାସ ମୁଖ୍ୟ ୟାହା ସିନଓ୍ବାରଙ୍କ ହତ୍ୟା। ସ୍ରାଏଲର ସାମରିକ ବାହିନୀର ମୁଖପାତ୍ର କହିଛନ୍ତି ଯେ ଗୁରୁବାର ଦିନ ଏକ ଅପରେସନରେ ସିନୱାରଙ୍କୁ ହତ୍ୟା କରାଯାଇଛି। ଇସ୍ରାଏଲ୍ ସେନାଠୁ ରକ୍ଷା ପାଇବାକୁ ଏକ…

ମାଓ ଦମନ ସମୀକ୍ଷା ବୈଠକ: ବୌଦ୍ଧରେ ପୁଲିସ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଡିଜିପି ଭାବେ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଛନ୍ତି ଡିଜିପି ୱା.ବି ଖୁରାନିଆ। କନ୍ଧମାଳ ସହ ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ମାଓ ଦମନ ସମୀକ୍ଷା ମଧ୍ୟ ସମୀକ୍ଷା କରିଛନ୍ତି ଡିଜିପି। କନ୍ଧମାଳ ଜିଲ୍ଲାରେ ମାଓ ମୁକାବିଲାରେ ଓଡ଼ିଶା…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ! ପୁରୀରେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନଥିଲା।…

ପୁରୀରେ ହବିଷ୍ୟାଳିଙ୍କ ଭିଡ଼,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି। ଯାହାକୁ…

ଆୟୁଷ୍ମାନ ଭାରତ ଯୋଜନା: ସାଢ଼େ ୩ କୋଟି…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ବିଜେପି ସରକାର ଅନେକ ଥର ଦୃଢୋକ୍ତି ପ୍ରକାଶ କରିଛି। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟ…

କୋଟଗଡ଼ ବନାଞ୍ଚଳରେ ବାଘ ଆତଙ୍କ, ଲାଗିଲା…

ଓଏଲ୍‌ ବ୍ୟୁରୋ: କୋଟଗଡ଼ ବନାଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଛି। ବାଘ ଆତଙ୍କ କାରଣରୁ କୋଟଗଡ଼ ରେଞ୍ଜ୍ ସାର୍ତ୍ତୁଲ ଗାଁରେ ଲୋକେ ଭୟଭୀତ ହୋଇପଡିଛନ୍ତି। ବାଘ ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ଵ ଛେଳିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସାର୍ତ୍ତୁଲ ନିକଟସ୍ଥ ଜଙ୍ଗଲରେ କଲରାପତରିଆ ବାଘର ପାଦ ଚିହ୍ନ ଠାବ…

ପାଟଣାଗଡ଼: ପାହାଡ଼ରୁ ମିଳିଲା ନିଖୋଜ…

ଓଏଲ୍‌ ବ୍ୟୁରୋ: ପାଟଣାଗଡ଼ରେ ୧୧ ବର୍ଷୀୟ ନାବାଳକ ନିଖୋଜ ଘଟଣା ସାମ୍ନାକୁ ଆସିଥିଲା। ନାବାଳକ ନିଖୋଜ ହେବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତଦନ୍ତ କରିଥିଲା। ପୁଲିସ ୧୧ ବର୍ଷୀୟ ନାବାଳକର ମୃତଦେହ ଗାଁ ନିକଟ ପାହାଡ଼ରୁ ଉଦ୍ଧାର କରିଛି। ଲାଠୋର ପୁଲିସ ୧୧ ବର୍ଷୀୟ ନାବାଳକର…

ସମସ୍ୟାରେ ଅଣପଞ୍ଜୀକୃତ ହବିଷ୍ୟାଳି,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି। ଯାହାକୁ…

ରାଜଧାନୀରେ ନକଲି କଲ୍ ସେଣ୍ଟର ଠାବ: ୩…

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା…