Odisha Link
Bridging the Missing Links in Odisha
Daily Archives

October 18, 2024

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ…

ଓଏଲ୍‌ ବ୍ୟୁରୋ: ଆଗାମୀ ୨ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୧ ଓ ୨୮ ତାରିଖ(ସୋମବାର)ରେ ଜନସାଧାରଣଙ୍କ ବିଭିନ୍ନ ଅବିଯୋଗର ଶୁଣାଣି କରିବେ। ସେହିଦିନ ୧୧ ଘଟିକା ସମୟରୁ ୟୁନିଟ-୫ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି…

ମୟୂରଭଞ୍ଜରେ ବିଜେପିର ସଦସ୍ୟତା ଅଭିଯାନ,…

ଓଏଲ୍‌ ବ୍ୟୁରୋ: ବିଜେପିର ସଦସ୍ୟତା ଅଭିଯାନ ଜାରି ରହିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିବ। ଏହାସହିତ ଚଳିତମାସ ୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ବୈଠକ ବସି ଆଗାମୀ ଦିନର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ ବୋଲି ବିଜେପି ପକ୍ଷରୁ ସୂଚନା…

ଜାତୀୟ ଶିକ୍ଷାନୀତି ପାଇଁ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଟାସ୍କଫୋର୍ସ ପୁନର୍ଗଠନ କରାଯାଇଛି। ଏହାସହ ୬ଟି ଥିମେଟିକ୍ ସବକମିଟିର ମଧ୍ୟ ଗଠନ କରାଯାଇଛି। ଏନେଇ ଗତକାଲି ବିଦ୍ୟାଳୟ ଓ…

ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ରେ କାର୍ଯ୍ୟରତ ୧୧୮ ଜଣ ଓଏଏସ୍‌ଙ୍କ ବଦଳି ହୋଇଛି। ବଦଳି ଅଧିକାରୀଙ୍କ ମଧ୍ୟରେ ଅଧିକାଂଶ ତହସିଲଦାର…

ଆଜି ମୁମ୍ବାଇରେ ନିବେଶକ ସମ୍ମିଳନୀ, ଯୋଗ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ' ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଶିଳ୍ପାୟନ କ୍ଷେତ୍ରରେ…