Odisha Link
Bridging the Missing Links in Odisha

ପାଟଣାଗଡ଼: ପାହାଡ଼ରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଓଏଲ୍‌ ବ୍ୟୁରୋ: ପାଟଣାଗଡ଼ରେ ୧୧ ବର୍ଷୀୟ ନାବାଳକ ନିଖୋଜ ଘଟଣା ସାମ୍ନାକୁ ଆସିଥିଲା। ନାବାଳକ ନିଖୋଜ ହେବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତଦନ୍ତ କରିଥିଲା। ପୁଲିସ ୧୧ ବର୍ଷୀୟ ନାବାଳକର ମୃତଦେହ ଗାଁ ନିକଟ ପାହାଡ଼ରୁ ଉଦ୍ଧାର କରିଛି। ଲାଠୋର ପୁଲିସ ୧୧ ବର୍ଷୀୟ ନାବାଳକର ମୃତଦେହ ଝଲିଆଲିଟି ଗାଁ ନିକଟ ପାହାଡ଼ରୁ ଉଦ୍ଧାର କରିଛି। ଲାଠୋର ଥାନା ଜଳପାକେର ଗାଁରୁ କାଲି ସନ୍ଧ୍ୟାରୁ ନାବାଳକ ନିଖୋଜ ଥିଲା। ଶେଷରେ ୧୧ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.