Odisha Link
Bridging the Missing Links in Odisha
Daily Archives

October 19, 2024

ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ହେଲେ…

ଓଏଲ୍‌ ବ୍ୟୁରୋ: ବିଜୟା ରାହତକରଙ୍କୁ ଗୁରୁ ଦାୟିତ୍ବ। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ହେଲେ ବିଜୟ ରାହତକର। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଏବଂ ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ…

ଦିନକରେ ୨୦ ବିମାନକୁ ବୋମା ଧମକ, DGCAରେ…

ଓଏଲ୍‌ ବ୍ୟୁରୋ: ବିମାନକୁ ବୋମା ଧମକ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷକରି ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିବା ବିମାନ ଗୁଡ଼ିକୁ ମିଳୁଛି ଧମକ। ଆଜି ଦିନରେ ଏକାଥରେ ୨୦ଟି ଭିନ୍ନ ଭିନ୍ନ ବିମାନରେ ବୋମା ଥିବା ଧମକ ମିଳିଛି। ଫଳରେ ବିମାନ ଚଳାଚଳ ସେକ୍ଟରରେ ଆତଙ୍କ ଖେଳି ଯାଇଛି। ସମସ୍ତ ବିମାନୁ ଏମରଜେନ୍ସି…

ବେଙ୍ଗାଲୁରୁ ଟେଷ୍ଟ: ନ୍ୟୁଜିଲାଣ୍ଡ ଆଗରେ…

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ବେଙ୍ଗାଲୁରୁ ଟେଷ୍ଟ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ୪୬୨ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇଯାଇଛି। ଯାହାଫଳରେ କିଓ୍ବି ଦଳ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ସରଫରାଜ ଖାନ ଓ ଋଷଭ…

ଖଲ୍ଲିକୋଟ: ବାଣ ତିଆରି ବେଳେ ବିସ୍ଫୋରଣ,…

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହାପୂର୍ବରୁ ଗଞ୍ଜାମର ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି ଅଘଟଣ। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍‌ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ…

୭ମ ଶତକରୁ ବଞ୍ଚିତ ହେଲେ, ୭ମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମାତ୍ର ୧ ରନ୍‌ ପାଇଁ ଟେଷ୍ଟ କ୍ୟାରିୟର ୭ମ ଶତକରୁ ବଞ୍ଚିତ ହେଲେ ଋଷଭ ପନ୍ତ। ବେଙ୍ଗାଲୁରୁରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ୩ୟ ଇନିଂସରେ ପନ୍ତ ୯୯ ରନର ଦମଦାର ପାରି ଖେଳିଛନ୍ତି। ଋଷଭ ୯୯ ରନ୍‌ରେ ଆଉଟ ହେବା ପରେ ପୁରା ଷ୍ଟାଡିୟମ ଶାନ୍ତ ପଡ଼ି ଯାଇଥିଲା। କାରଣ ଦମଦାର ଫର୍ମରେ…

ବିଜେଡି କନ୍ଦଳ: ସାମ୍ନାକୁ ଆସିଲେ ବିଧାୟକ…

ଓଏଲ୍‌ ବ୍ୟୁରୋ: ସରକାରରୁ ଗାଦିଚ୍ୟୁତ ହେବା ପରେ ବିଜୁ ଜନତା ଦଳକୁ ନେଇ ପ୍ରତିଦିନ ଆସୁଛି ନୂଆ କଥା। ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ଦଳୀୟ କନ୍ଦଳ କଥା କହିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଜେଡି ବିଧାୟକ ଶାରଦା ନାୟକ। ବିଜେଡିର ବରିଷ୍ଠ ନେତାଙ୍କ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ମଙ୍ଗଳବାରଠୁ…

ଓଏଲ୍‌ ବ୍ୟୁରୋ: ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଜି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ…

ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ: ରବି…

ଓଏଲ୍‌ ବ୍ୟୁରୋ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ। ଖୁବଶୀଘ୍ର ବଳଦିବ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ନାମ। ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ। ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।…

୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ…

ଓଏଲ୍‌ ବ୍ୟୁରୋ: ଜଗା ଦର୍ଶନ କରିବେ ମହାମହିମ। ଆସନ୍ତା ୨୪ ତାରିଖ ଦିନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କ ଦର୍ଶନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ…

ରବି ଟକିଜ୍‌ ଅଞ୍ଚଳରେ ସେକ୍ସ ରାକେଟ୍‌…

ଓଏଲ୍‌ ବ୍ୟୁରୋ: ରଜାଧାନୀ ଭୁବନେଶ୍ବରରେ ଚାଲିଥିଲା ସେକ୍ସ ରାକେଟ୍। ରବି ଟକିଜ୍‌ ଅଞ୍ଚଳରେ ଥିବା ଏକ ସ୍ପା ଓ ସେଲୁନ୍‌ରୁ ସେକ୍ସ ରାକେଟ୍‌ ଠାବ କରିଛି ପୁଲିସ। ରବି ଟକିଜ୍ ସ୍ଥିତ ଏକ ସ୍ପା ଆଣ୍ଡ୍ ସାଲୁନ୍‌ରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ବଡ଼ଗଡ଼ ପୁଲିସ ସୂଚନା ପାଇଥିଲା। ସୂଚନା ପାଇବା ପରେ ପୋଲିସ…