Odisha Link
Bridging the Missing Links in Odisha

ଜରୁରୀ ସୂଚନା: ବାତ୍ୟା ପାଇଁ ବାତିଲ ହେଲା ଏହି ସବୁ ଟ୍ରେନ୍…

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ୮୫ଟି ଅପ୍ ଲାଇନର ଟ୍ରେନ ବାତିଲ କରାଯାଇଛି। ସେହିଭଳି ୯୩ଟି ଡାଉନ୍ ଟ୍ରେନ ବାତିଲ କରାଯାଇଛି। ଅକ୍ଟୋବର ୨୩, ୨୪, ୨୫ରେ ଚଳାଚଳ ହେବାକୁ ଥିବା କିଛି ଟ୍ରେନକୁ ସମ୍ଭାବ୍ୟ ବାତ୍ୟା ପାଇଁ ବାତିଲ କରାଯାଇଛି।

Leave A Reply

Your email address will not be published.