Odisha Link
Bridging the Missing Links in Odisha

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିିତ

ଓଏଲ୍‌ ବ୍ୟୁରୋ: ନଭେମ୍ବର ମାସ ୮ ତାରିଖରୁ ଆରମ୍ଭ ହେବ ଭାରତ-ଦକ୍ଷିଣଆଫ୍ରିକା ଟିି-୨୦ ସିରିଜ। ଏଥିପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦଳର ମଙ୍ଗ ସୂର୍ଯ୍ୟକୁମାର ଯାଦବ ଧରିଥିବା ବେଳେ ରମଣଦୀପ ସିଂହଙ୍କୁ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି। ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ୪ଟି ଟି-୨୦ ମୁକାବିଲା ଖେଳିବ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ରିଙ୍କୁ ସିଂହ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁୁମାର, ଆଭେଶ ଖାନ, ୟଶ ଦୟାଲ।

Leave A Reply

Your email address will not be published.