Odisha Link
Bridging the Missing Links in Odisha

ରାଜରାସ୍ତାରେ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ, ଛଟେଇ ନିଷ୍ପତ୍ତିକୁ ପ୍ରତିବାଦ

ଓଏଲ୍‌ ବ୍ୟୁରୋ: ରାଜରାସ୍ତାରେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଶହ ଶହ କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କର୍ମଚାରୀ। ସେମାନେ କହିଛନ୍ତି, ଏ ପର୍ଯ୍ୟନ୍ତ ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ଅନ୍ୟାୟ କରାଯାଉଛି। ସରକାରୀ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଆଉଟସୋର୍ସିଙ୍ଗ ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଆଉଟସୋର୍ସିଙ୍ଗ କର୍ମଚାରୀ ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.