Odisha Link
Bridging the Missing Links in Odisha

ଗୁଳିମାଡ଼ ପରେ ଯବାନଙ୍କ ଜବାବ, ଜମ୍ମୁ-କଶ୍ମୀରରେ ଆତଙ୍କୀ ନିପାତ

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡ଼ିକୁ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଯବାନ ପାଲଟା ଜବାବ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ହୋଇଛନ୍ତି।

ସୂଚନା ଅନୁସାରେ, ଅଖନୁର୍‌ ସେକ୍ଟର ନିକଟରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡ଼ିକୁ ଗୁଳିମାଡ଼ ହୋଇଥିଲା। ତେବେ ଏହି ଘଟଣାରେ କେହି ଯବାନ ଆହତ ହୋଇନଥିବା ସୂଚନା ରହିଥିବାବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Leave A Reply

Your email address will not be published.