ଯାତ୍ରୀ ମାନେ ଧ୍ୟାନ ଦିଅନ୍ତୁ, କାଳୀପୂଜା…
ଓଏଲ୍ ବ୍ୟୁରୋ: କାଳୀପୂଜା ଏବଂ ଛଟ୍ପୂଜା ସମୟରେ ଯାତ୍ରୀ ଭିଡ଼କୁ ଦୃଷ୍ଟି ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ସେଥିମଧ୍ୟରୁ ୧୮ ଯୋଡ଼ା ଟ୍ରେନ୍ ନଭେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ବ୍ୟତୀତ ଦୁଇ ଯୋଡି ସ୍ୱତନ୍ତ୍ର ଟ୍ରେନ ବିହାରର ଦାନାପୁର…