ଆଜି ଧନତେରସ, ଆକାଶଛୁଆଁ ସୁନା ଦର
ଓଏଲ୍ ବ୍ୟୁରୋ: ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ। ଏହା ଧନ ତ୍ରୋୟୋଦଶୀ ନାମରେ ମଧ୍ୟ ଜଣାଶୁଣା। ଏହି ଦିନ ପ୍ରଦୋଷ ଉପବାସ ମଧ୍ୟ ପାଳନ କରାଯାଏ, ଯେଉଁଥିରେ ସନ୍ଧ୍ୟାରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଚଳିତ ବର୍ଷ ଧନତେରସ ଦିନ ତ୍ରିପୁଷ୍କର ଯୋଗ ଗଠିତ…