Odisha Link
Bridging the Missing Links in Odisha
Daily Archives

November 2, 2024

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ,…

ଓଏଲ୍ ବ୍ୟୁରୋ: ଓଡ଼ିଶା ପ୍ରକାଶକ ସଂଘର ଏକ ଜରୁରୀ ବୈଠକରେ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ସମ୍ପର୍କରେ ଆଲୋଚନା ହୋଇଛି। ଡିସେମ୍ବର ୬ରୁ ୧୭ ଯାଏଁ ହେବାକୁ ଥିବା ଏ ମେଳାରେ ଏଥର ବେସରକାରୀ ଅନୁଷ୍ଠାନ ବଦଳରେ ସରକାର ନିଜେ ପୁସ୍ତକମେଳା ଆୟୋଜନ କରୁଥିବାରୁ ସଂଘ…

ମନ୍ତ୍ରୀଙ୍କ ବଡ଼ ସୂଚନା: ରାସନ କାର୍ଡରୁ…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ। ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

‘ରାଜ୍ୟରେ ଚାଉଳର ନାହିଁ ଅଭାବ,…

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି…

ଭରତପୁର ଥାନା ଘଟଣା: ପୀଡ଼ିତାଙ୍କ ବୟାନ…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଘଟଣାକୁ ନେଇ ପୁଲିସ ଡିଜି ତଦନ୍ତର ସମୀକ୍ଷା କରିଛନ୍ତି। ଡିଜି କ୍ୟାମ୍ପ ଅଫିସରେ କ୍ରାଇମବ୍ରାଞ୍ଚ ଏଡିଜି ଓ ୨ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତରେ ପୁଲିସ ଡିଜି ସମୀକ୍ଷା କରିଛନ୍ତି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ BNS…

ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ!

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବା ନେଇ ଜାତୀୟ ଗଣମାଧ୍ୟମରୁ ଜଣା ପଡିଛି। ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ (ପୁରୁଣା…

ଭାରତୀୟ ଖେଳାଳିଙ୍କୁ ନର୍ଭସ ୯୦ ଭୟ,…

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ଶୁଭମନ ଗିଲ୍‌। ମାତ୍ର ୮୪ ରନ୍‌ରେ ୪ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ଗିଲ୍‌ ଓ ପନ୍ତଙ୍କ ଯୁଗଳବନ୍ଦୀ ଭାରତୀୟ ଦଳ ପାଇଁ ସଙ୍କଟମୋଚକ ଇନିଂସ୍‌ ଖେଳିଥିଲେ। ହେଲେ ଗିଲ୍‌ ନିଜର ଶତକ ପୁରା କରିବାରେ ବିଫଳ…

ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ଯୁଗ ଶେଷ ହୋଇଛି। ନବୀନ…

ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ଲାଗିଛି କି…

ଓଏଲ୍‌ ବ୍ୟୁରୋ: ମୁମ୍ବାଇରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଅନ୍ତିମ ବା ତୃତୀୟ ଟେଷ୍ଟ ମ୍ୟାଚ୍। ବାଂଲାଦେଶ ବିପକ୍ଷ ସିରିଜ ସହଜରେ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିଛି ଭାରତ। ଏବେ ତୃତୀୟ ଟେଷ୍ଟ ମ୍ୟାଚ ଉପରେ ଦୁଇ ଦଳର ନଜର ରହିଛି। ନ୍ୟୁଜିଲାଣ୍ଡ କ୍ଲିନ୍‌ ସୁଇପ୍‌…

ନନ୍ଦନକାନନରେ ନୂଆ ଅତିଥି, ମାଆ ହେଲା…

ଓଏଲ୍‌ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଖୁସିର ଖବର। ମାଆ ହେଲା ବାଘୁଣୀ ରୂପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୁପା। କ୍ରୀଷ୍ଣା ଏବଂ ରୂପା ମିଳନରେ ଧଳା ବାଘୁଣୀ ରୂପା ଔରସରୁ ୪ ଶାବକ ଜନ୍ମ ନେଇଛନ୍ତି। ଏଥିସହ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…

୭ ଦିନିଆ ଲଣ୍ଡନ ଗସ୍ତରେ…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦେଶ ଗସ୍ତ କରିଛନ୍ତି। ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ଏଠାରେ ସେ ଓଡ଼ିଶା ପର୍ଯ୍ୟଟନ:…