Odisha Link
Bridging the Missing Links in Odisha
Daily Archives

November 2, 2024

MKCG ମେଡିକାଲ କଲେଜରେ ରାଗିଂ: ୫…

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି। ମେଡିକାଲ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ…

୧୦ ଦିନ ଭିତରେ ମିଳିବ ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୦ ଦିନ ଭିତରେ ସୁଭଦ୍ରା ଟଙ୍କା ମିଳିବ ବୋଲି ବଲାଙ୍ଗିର ସଭାରୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଲାଙ୍ଗିର ସଭାରେ ମୁଖ୍ୟମନ୍ତ୍ରୀ…

ବାତ୍ୟା ‘ଦାନା’:…

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ଆଂଶିକ ଭାବେ ଘର ଭଙ୍ଗା ଓ ସମ୍ପୂର୍ଣ୍ଣ ଘର ଭଙ୍ଗା ରିପୋର୍ଟ ମଗାଯାଇଛି। ଘର ଭଙ୍ଗା ସହ ଫସଲ ନଷ୍ଟ ଆକଳନ…

ମୁମ୍ବାଇ ଟେଷ୍ଟ: ୨୬୩ ରନ୍‌ରେ ଭାରତ…

ଓଏଲ୍‌ ବ୍ୟୁରୋ: ଗତ ଦୁଇ ଟେଷ୍ଟ ଭଳି ତୃତୀୟ ଟେଷ୍ଟରେ ବି ବ୍ୟାଟିଂରେ ବିଫଳ ଭାରତ। ଦୃଢ଼ ସ୍ଥିତିରେ ଥିବା ଭାରତ ମାତ୍ର ୮୩ ରନରେ ୬ ଓ୍ବିକେଟ ହରାଇଛି। ଯାହାଫଳରେ ୨୬୩ ରନ୍‌ରେ ଅଲଆଉଟ୍‌ ହୋଇଛି ଭାରତ। ଶୁଭମନ ଗିଲ୍‌ଙ୍କ ୯୦ ରନ୍‌ ଓ ଋଷଭ ପନ୍ତଙ୍କ ୬୦ ରନ୍‌ ବଳରେ ଭାରତ ୨୬୩ ରନ୍‌ ସ୍କୋର କରି ଅଲଆଉଟ୍‌…

ବିବାଦରେ ଇସ୍କନର ଅଦିନିଆ ରଥଯାତ୍ରା:…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ…

ଛଠ୍ ପୂଜା ପାଇଁ ଛୁଟି, ଗୁରୁବାର…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୭ ତାରିଖରେ ଦିଲ୍ଲୀରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି। ଛଠ୍ ପୂଜା ପାଇଁ ସରକାର ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି। ଏହିଦିନ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯିବ। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଏନେଇ ଏକ ପ୍ରସ୍ତାବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ବଲାଙ୍ଗିରକୁ ୮୯୦ କୋଟିର ଭେଟି, ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରରେ ବଢ଼ିବ ବିକାଶର ବେଗ। ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବଲାଙ୍ଗିରବାସୀଙ୍କୁ ୮୯୦ କୋଟିରୁ ଅଧିକ ଟଙ୍କାର ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଭେଟି ପ୍ରଦାନ କରିଛନ୍ତି। ୫୦ଟି ପ୍ରକଳ୍ପ…

ଅଡ଼ୁଆରେ ବିଇଏମ୍‌ସିର ପୂର୍ବତନ ଯନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ବିଇଏମସିର ପୂର୍ବତନ ଯନ୍ତ୍ରୀ ଲଳିତ ମୋହନ ଦାସ। ବ୍ରହ୍ମପୁର ମେୟର ବଡ଼ ଅଭିଯୋଗ ଆଣିଛନ୍ତି। ପୂର୍ବତନ ଯନ୍ତ୍ରୀ ଲଳିତ ମୋହନ ଦାସ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କୁ ହତ୍ୟା ଧମକ ଦେଇଥିବା ବ୍ରହ୍ମପୁର ମେୟର ଅଭିଯୋଗ କରିଛନ୍ତି। ମେୟରଙ୍କୁ BeMCର ପୂର୍ବତନ ଯନ୍ତ୍ରୀ ଲଳିତ…

ପ୍ରକାଶ ପାଇଲା ବିଜ୍ଞପ୍ତି:…

ଓଏଲ୍‌ ବ୍ୟୁରୋ: ଦଶମ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ବିଜ୍ଞପ୍ତି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ ଅର୍ଥାତ ଆସନ୍ତାକାଲିଠୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର…

ବିଦେଶ ଗସ୍ତ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ବିଦେଶ ଗସ୍ତ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନ ଦେଇଛନ୍ତି। ନଭେମ୍ବର ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରାଯିବ। ପ୍ରଥମଥର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦେଶ ଗସ୍ତରେ ଯିବେ। ଆଜିଠୁ ୯ ତାରିଖ…