Odisha Link
Bridging the Missing Links in Odisha
Daily Archives

November 2, 2024

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ: ୭୨…

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି…

ଭୁବନେଶ୍ବରରେ ‘ମୋ ବସ୍‌’ ଦୁର୍ଘଟଣା: ଦୁଇ…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱର ‘ମୋ ବସ୍‌’ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଦୁଇ ଜଣ ଆହତ ହୋଇଥିବାବେଳେ ଜଣେ ଯୁବତୀଙ୍କ ହାତ ଉପରେ ବସ୍‌ ମାଡ଼ି ଯାଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ଉତ୍ତେଜନା…

୬୦ ବର୍ଷରେ ଶାହରୁଖ, Xରେ ଶୁଭେଚ୍ଛାର ସୁଅ

ଓଏଲ୍‌ ବ୍ୟୁରୋ: ଆଜି ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ୬୦ ବର୍ଷରେ ପାଦ ଥାପିଲେ ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହରୁଖ। ଶାହରୁଖଙ୍କ ଜନ୍ମଦିନ ଅବସରରେ ବହୁ କଳାକାରଙ୍କ ସମେତ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୬୫ ନଭେମ୍ବର ୨ରେ ଶାହରୁଖ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ…

ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ଭୂକମ୍ପ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ଚାଲିଛି ନିର୍ବାଚନ ମହାସମର। ଏହାରି ମଧ୍ୟରେ ଆଜି ସକାଳୁ ଭୂକମ୍ପ ଝଟକାରେ ଦୋହଲିଛି ଝାଡ଼ଖଣ୍ଡ। ୫ ସେକେଣ୍ଡ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଥରିବାରେ ଲାଗିଥିଲା। ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୪.୩ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଝାଡ଼ଖଣ୍ଡର ଖସରାଓ୍ବା ଜିଲ୍ଲାରୁ ୧୩ କିମି…

ଶିବଲିଙ୍ଗ ଭାଙ୍ଗିଲେ ଦୁର୍ବୃତ୍ତ, ଆଜି…

ଓଏଲ୍‌ ବ୍ୟୁରୋ: ନୀଳକଣ୍ଠେଶ୍ଵର ମନ୍ଦିରର ଶିବଲିଙ୍ଗ ଭାଙ୍ଗିବା ଘଟଣାକୁ ନେଇ ଆଜି ଚମ୍ପୁଆ ବନ୍ଦ ରଖାଯାଇଛି। କେନ୍ଦୁଝର ସୀମାନ୍ତ ନୀଳକଣ୍ଠେଶ୍ଵର ମନ୍ଦିରର ଶିବଲିଙ୍ଗ ଭାଙ୍ଗିଥିଲେ ଦୁର୍ବୃତ୍ତ। ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ପରେ ଆଜି ଚମ୍ପୁଆରେ ଦୋକାନ ବଜାର, ସ୍କୁଲ, କଲେଜ ଓ ଗାଡ଼ି ଚଳାଚଳ…

ଅକ୍ଟୋବରରେ ଆଦାୟ ହେଲା ୧.୮୭ ଲକ୍ଷ…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ଅକ୍ଟୋବର ମାସରେ ୪୫୯୨ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି। ଏହା ୨୦୨୩ ଅକ୍ଟୋବରରେ ସଂଗ୍ରହ ହୋଇଥିବା ୪୧୭୭ କୋଟି ଟଙ୍କା ଜିଏସଟି ତୁଳନାରେ ୧୦ ପ୍ରତିଶତ ଅଧିକ। ସେପ୍ଟେମ୍ବରରେ ରାଜ୍ୟରେ ୪୫୯୬ କୋଟି ଟଙ୍କାର ଜିଏସଟି ସଂଗ୍ରହ…

ତ୍ୱରାନ୍ୱିତ ହେବ ପର୍ଯ୍ୟଟନ ଶିଳ୍ପ,…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦେଶ ଗସ୍ତରେ ଯିବେ। ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ଏଠାରେ ସେ ଓଡ଼ିଶା ପର୍ଯ୍ୟଟନ:…

ବିକାଶ ପଥେ ବଲାଙ୍ଗିର, ୮୯୦ କୋଟି ଟଙ୍କାର…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରରେ ବଢ଼ିବ ବିକାଶର ବେଗ। ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ସାରା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୫୦ଟି ପ୍ରକଳ୍ପ ପାଇଁ…

ବଡ଼ ଖବର: ଏହି ୨ ଦିନ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ନଭେମ୍ବର ମାସର ପ୍ରଥମ ଓ ଦ୍ୱିତୀୟ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର ୧୧ତାରିଖ (ସୋମବାର) ଦିନ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ…

ସୁନ୍ଦରଗଡ଼ରେ ବଡ଼ ଦୁର୍ଘଟଣା: ୬ ମୃତ, ୫…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଟ୍ରଲର ପଛପଟେ ପିଟିହେଲା ଟାଟା ମ୍ୟାଜିକ୍। ଦୁର୍ଘଟଣା ୬ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୫ ଆହତ ହୋଇଛନ୍ତି। କୀର୍ତ୍ତନ ସାରି ଫେରୁଥିବାବେଳେ ସୁୁନ୍ଦରଗଡ ହେମଗିରି ଥାନା ଗଏକନପାଲି ନିକଟରେ ଦୁର୍ଘଟଣା ଘଟିଛି।…