Odisha Link
Bridging the Missing Links in Odisha
Daily Archives

November 4, 2024

ମେଘନାଦ ପାଚେରୀରେ ଫାଟ: ସୁରକ୍ଷା ପାଇଁ…

ଶ୍ରୀମନ୍ଦିର ମେଘନାଦ ପାଚେରି ଅସୁରକ୍ଷିତ ହୋଇପଡ଼ିଛି। ଐତିହ୍ୟ ସଂପନ୍ନ ପାଚେରିର ଏକାଧିକ ସ୍ଥାନରୁ ଅନବରତ ଗଳୁଛି ପାଣି। ଏହାକୁ ଦେଖି ବୁଦ୍ଧିଜୀବୀଙ୍କଠୁ ସେବାୟତଙ୍କ ଯାଏ ପ୍ରଶାସନ ଓ ASIର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବେପରୁଆ କାମ ଯୋଗୁ ଏଭଳି…

ଜୀବନ ନେଲା ଆମ୍ବଟାକୁଆ, ମୃତ୍ୟୁର କାରଣ…

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଆମ୍ବଟାକୁଆ ମୃତ୍ୟୁ ଘଟଣାର କାରଣ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏସ୍‌ସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ୍…

ପଞ୍ଜିକାରେ ତିଥି ଦ୍ୱନ୍ଦ୍ୱ,…

ଓଏଲ୍‌ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମା, ମାଘ ପୂର୍ଣ୍ଣିମା ଆଉ ଏବେ କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା। ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ…

ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ମୃତକଙ୍କ…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରାମନଗରର ଅଲମୋରା ମାର୍ଚୁଲାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଖାଇକୁ ଖସିବା ଫଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଅନେକ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଘଟଣାସ୍ଥଳରେ…

ବାର୍‌ହା ପାଇଁ ପଡ଼ିଥିଲା ଫାଶ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗରରେ ଘଟିଥିବା ଅଘଟଣ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଦ୍ୱାରା ଯୁବକଙ୍କ ମୃତ୍ୟୁ ହୋଇଛି। ଜଙ୍ଗଲ ନିକଟ ଜମିରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଦ୍ୱାରା ଜୀବନ…

ଓଡ଼ିଶା କଂଗ୍ରେସ ପାଇବ ନୂଆ ମୁଖିଆ, ଆଜିଠୁ…

ଓଏଲ୍‌ ବ୍ୟୁରୋ: ଖାଁ ଖାଁ ଥିବା କଂଗ୍ରେସ ଭବନ ହଠାତ୍‌ ଜନଗହଳି ହେବାରେ ଲାଗିଛି। କାରଣ ଖୁବଶୀଘ୍ର ଓଡ଼ିଶା କଂଗ୍ରେସକୁ ମିଳିବେ ନୂଆ ମୁରବି । ୪ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଏସବୁ ମଧ୍ୟରେ ଆଜି ଆସୁଛନ୍ତି ଷ୍ଟିୟରିଂ…

ଆଖି ବୁଜିଲା ‘ଯଶୋଦା’

ଓଏଲ୍‌ ବ୍ୟୁରୋ: ଆଖି ବୁଜିଲା ଯଶୋଦା। ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ୩୬ ବର୍ଷ ବୟସର ହାତୀ ଯଶୋଦା। ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ…

ଆଜି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବେଶ, ହରିହର…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ହରିହର ବେଶ। ଅବକାଶ ନୀତି ଶେଷ ହେବା ପରେ ପରମ୍ପରା ଅନୁସାରେ କାର୍ତିକ ମାସରେ ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ହେତୁ ଆଜି ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର…

ଦୀପାବଳି ସରିଲା, ଦିଲ୍ଲୀରେ ବାୟୁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ। ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ…