Odisha Link
Bridging the Missing Links in Odisha
Daily Archives

November 5, 2024

ମେଘନାଦ ପାଚେରି ‘ଫାଟ’…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣିଥରେ ଶ୍ରୀମନ୍ଦିର। ଶ୍ରୀମନ୍ଦିରର ମେଘନାଦ ପାଚେରି ଫାଟକୁ ନେଇ ରାଜ୍ୟ ରାଜନୀତି ସରଗରମ। ମେଘନାଦି ପାଚେରି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ଭାରତୀୟ ଜନତା ପାର୍ଟି ଓ ବିରୋଧୀ ଦଳ ବିଜୁ ଜନତା ଦଳ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି ଏହାର ସୁରକ୍ଷା ନହେଲେ…

ଆର.ଆଇ ପରୀକ୍ଷା ବାତିଲ ଦାବିରେ ଆଶାୟୀଙ୍କ…

ଓଏଲ୍‌ ବ୍ୟୁରୋ: ଓଏସଏସଏସସିର ଆର.ଆଇ, ପରୀକ୍ଷାରେ ବ୍ୟାପକ ଅନୀୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ବିରୋଧରେ ବନ୍ଦ ହେଉନି ଆନ୍ଦୋଳନ। ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ନେତୃତ୍ବରେ ହଜାର ହଜାର ମେଧାବୀ ଜାରି ରଖୁଛନ୍ତି ବିରୋଧ । ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାବି କରି ଲୋୟର ପି.ଏମ୍.ଜିରେ…

ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ନଇଁଲା…

ଓଏଲ୍‌ ବ୍ୟୁରୋ: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଲାଗିଲା ବିିରାମ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଚିଠି ଓ ବୟାନ୍‌ ପରେ ନଇଁଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରାଯାଇଛି। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ନିଷ୍ପତ୍ତି ହୋଇଥିବା…

ୟୁକେସ୍ଥିତ ଭାରତୀୟ ହାଇ-କମିଶନରଙ୍କୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବା ଦିଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ୟୁନାଇଟେଡ୍‌ କିଙ୍ଗଡ଼ମ୍‌ ଗସ୍ତ କରିଛନ୍ତି । ଏହି କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥିତ ଭାରତୀୟ ହାଇ-କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ…

ନଭେମ୍ବର ୧୦ରୁ ‘ଅନ୍ତର୍ଜାତୀୟ ଶ୍ରୀ…

ଓଏଲ୍‌ ବ୍ୟୁରୋ:କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ…

ରାଜ୍ୟରେ ହାତୀଙ୍କ ପାଇଁ ଜାଗା କମ୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିଥିବା ବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଓଡିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ରହିଛି । ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି ।…

ଆମ୍ବଟାକୁଆ ମୃତ୍ୟୁ ଘଟଣା: ଆରଡିସି…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାର ତଦନ୍ତ କରିବେ ଦକ୍ଷିଣାଞ୍ଚଳ ଆରଡିସି ରୂପାରୋଶନ ସାହୁ। ଆମ୍ବ…

ରାଜନୀତିରୁ ଅବସର ନେବେ କି ମହାରାଷ୍ଟ୍ର…

ଓଏଲ୍‌ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜନୀତି ସରଗରମ। ଏହାରି ମଧ୍ୟରେ ନିଜର ରାଜନୈତିକ ଜୀବନକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖିଆ ତଥା ବରିଷ୍ଠ ନେତା ଶରଦ ପାଓ୍ବାର। ସେ ଆଉ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ଯାହା ଏବେ…

ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ସୁଦୃଢ଼ ହେବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର। ଭାରତୀୟ ହାଇକମିସନରଙ୍କୁ ଭେଟି ପର୍ଯ୍ୟଟନ ବିକାଶ ପାଇଁ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୭ ଦିନିଆ ଲଣ୍ଡନ ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାକୁ ଅନ୍ତର୍ଜୀତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉପରେ…

ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ

ଓଏଲ୍‌ ବ୍ୟୁରୋ: ଦୁଃସାହସିକ ଜଳ ଯାତ୍ରାରେ ଭାଗ ନେଇଛନ୍ତି ଓଡ଼ିଆ ଝିଅ। ସେ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି। ଡିସେମ୍ବର ୨୪ରେ ପ୍ରାୟ ୨୫ ହଜାର କିଲୋମିଟର ଜଳ…