ନଭେମ୍ବର ୨୧ରୁ ଧାନ କିଣା, ଏଥର ବର୍ଦ୍ଧିତ…
ଓଏଲ୍ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ରାଜ୍ୟରେ ଖରିପ ଧାନ କିଣା ପକ୍ରିୟା ଆରମ୍ଭ ହେବ। ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ବର୍ଦ୍ଧିତ ‘ଏମଏସପି’ ଅନୁସାରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ରାଜ୍ୟ ସରକାର। ଧାନ କିଣା ପକ୍ରିୟା ଶେଷ ହେବା ଯାଏ ମଣ୍ଡିରେ ରହିବେ…