Odisha Link
Bridging the Missing Links in Odisha
Daily Archives

November 6, 2024

ପାଞ୍ଚ ଛାତ୍ରଙ୍କୁ ବର୍ଷେ ପାଇଁ ନିଲମ୍ବିତ

ଓଏଲ୍‌ ବ୍ୟୁରୋ:କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଜୁନିୟରଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଇଞ୍ଜିନିୟରିଂ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିବା ପରେ କଲେଜ କର୍ତ୍ତୃପକ୍ଷ…

ପୁଡୁଚେରୀରେ ୧୬ ବର୍ଷୀୟ ନାବାଳିକାଙ୍କୁ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇର ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ପୁଡୁଚେରୀରେ ଗଣଦୁଷ୍କର୍ମ କରାଯାଇଛି। ପ୍ରଥମେ ଜଣେ ଅଟୋ ଡ୍ରାଇଭର ଓ ପରେ କିଛି ସଫ୍ଟୱେୟାର ଇଞ୍ଜିନିୟର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୋଲିସ୍ ନାବାଳିକାଙ୍କୁ ମୁର୍ମୁଷ ଅବସ୍ଥାରେ ପୁଡୁଚେରୀର ଗୋଟିଏ ସମୁଦ୍ର କୂଳରୁ ଉଦ୍ଧାର କରିଥିଲା।…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହେବ…

ଓଏଲ୍‌ ବ୍ୟୁରୋ: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ଭଲ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଈ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ…

ରାଜ୍ୟରେ ଆରମ୍ଭ ହେବ ‘ଗୋଦାବରୀଶ ମିଶ୍ର…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନା…

ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ…

ଓଏଲ୍‌ ବ୍ୟୁରୋ:ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତାଠାରୁ ୪୦୦ ଅଧିକ ।  ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ ଲଢେଇ ବେଶୀ ବଢୁଛି…

ଏବେ ୩ଥର ଜେଇଇ ଆଡଭାନ୍ସ ଦେଇପାରିବେ…

ଓଏଲ୍‌ ବ୍ୟୁରୋ:ଜେଇଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀମାନେ ଏବେଠାରୁ ୩ ଥର ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ । ନୂଆ ଗାଇଡଲାଇନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ। ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷରେ ଦୁଇଥର ଦେଇପାରୁଥିଲେ ଛାତ୍ରଛାତ୍ରୀ ।…

ଆମ୍ବ ଟାକୁଆ ପ୍ରସଙ୍ଗ: ଚାଉଳ ବଣ୍ଟନ ପାଇଁ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣାଞ୍ଚଳ ଆରଡିସି ରୂପାରୋଶନ ସାହୁ…

‘୨୦୨୭ ଶେଷ ସୁଦ୍ଧା ସରିବ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏସବୁ ଭିତରେ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବଡ଼ ଖବର ଆସିଛି। ୨୦୨୭ ମସିହା ଡିସେମ୍ବର ମାସ ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବ। ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।…

ମୋ ବସ୍ ଚାଳକଙ୍କ ପାଇଁ କଟକଣା: ଏଣିକି ୪୦…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ବାରମ୍ବାର ଦୁର୍ଘଟଣା ପରେ ମୋ ବସ୍ ଚାଳକଙ୍କ ପାଇଁ କଟକଣା ଜାରି ହୋଇଛି। ମୋ ବସରେ ସ୍ପିଡ ଲିମିଟ୍ ରଖାଯିବ। ସହରରେ ଘଣ୍ଟା ପ୍ରତି ୪୦ କିମି ବେଗରେ ଗଡ଼ିବ ମୋ ବସ୍। ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ। ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ…

ବଡ଼ ଖବର: ଡିସେମ୍ବର ୧୫ରେ ଓସିଏସ୍…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ନେଇ ବଡ ଖବର ସାମ୍ନାକୁ ଆସିଛି। ସ୍ଥଗିତ ରଖାଯାଇଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଡିସେମ୍ବର ୧୫…