Odisha Link
Bridging the Missing Links in Odisha
Daily Archives

November 7, 2024

‘ମୋ ବସ୍‌’ ଏମଡିଙ୍କୁ କଡା ଭର୍ତ୍ସନା…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ ହାଜର ହେଲେ ‘ମୋ ବସ୍‌’ର ଏମଡି ଥିରୁମାଲା ନାଏକ। କ୍ରୁଟ୍ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଏ ନେଇ ‘ମୋ ବସ୍‌’ ଏମ୍‌ଡିଙ୍କୁ କଡା ଭର୍ତ୍ସନା କଲେ କୋର୍ଟ। ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କ’ଣ ପଦକ୍ଷେପ…

ଜ୍ୟୋତିଷମାନେ ଯେତିକି ପରିଶ୍ରମ କରିବା…

ଓଏଲ୍‌ ବ୍ୟୁରୋ: ଜ୍ୟୋତିଷ ଏକ ବିଜ୍ଞାନ। ଜ୍ୟୋତିଷମାନେ ଯେତିକି ପରିଶ୍ରମ କରିବା କଥା ସେତିକି କରୁନାହାନ୍ତି। ଆମେରିକା- ବ୍ରିଟେନ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି। ଯେଉଁଥିପାଇଁ ପାଞ୍ଜିରେ ଦେଖା ଦେଉଛି ବ୍ୟତିକ୍ରମ। ମେଳଖାଉନି ତିଥି ଓ ନକ୍ଷତ୍ର। ଭୁଲଭାଲ୍‌ ଆସୁଛି ପର୍ବପର୍ବାଣୀ ତାରିଖ।…

ଧାନ କିଣାର ୪୮ ଘଣ୍ଟା ଭିତରେ ଆକାଉଣ୍ଟକୁ…

ଓଏଲ୍‌ ବ୍ୟୁରୋ: ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ନିର୍ବାଚନ ବେଳେ ଚାଷୀଙ୍କୁ ଦେଇଥିବା ଏମଏସପି ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛନ୍ତି ସରକାର । ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଏମଏସପି ଓ ଇନପୁଟ୍ ସବସିଡି ଅର୍ଥାତ୍ ୩୧ ଶହ ଟଙ୍କା । ଏଥିପାଇଁ…

ବଡ଼ ଖବର: ଡିସେମ୍ବର ସୁଦ୍ଧା ସବୁ…

ଓଏଲ୍‌ ବ୍ୟୁରୋ: ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍‌କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ଜମି ପଟ୍ଟା ଦିଆଯିବ। କାର୍ଯ୍ୟ ଆରମ୍ଭ ହୋଇଛି।ପାଠପଢ଼ା ଛାଡ଼ି ତହସିଲ୍ ଦୌଡ଼ିବା…

ହାଇକୋର୍ଟଙ୍କ ଅନୁମତି: ଉଭୟ ଉପର ଏବଂ ତଳ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ନଭେମ୍ବରରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା। ନଭେମ୍ବର ୧୫ରୁ ଆରମ୍ଭ ହୋଇ ନଭେମ୍ବର ୨୨ ଯାଏଁ ଚାଲିବ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ବାଲିଯାତ୍ରା ହେବ। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ…

ମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ୧ରୁ…

ଓଏଲ୍‌ ବ୍ୟୁରୋ: ୨୦୧୧ରୁ ଦେଶରେ ଜନଗଣନା ହୋଇନି। ୨୦୨୧ରେ ଜନଗଣନା ଅନୁଷ୍ଠିତ ହେବାର ଥିଲା। କିନ୍ତୁ କୋଭିଡ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜାନୁଆରୀ ୧ରୁ ରାଜ୍ୟରେ ଆରମ୍ଭ ହେବ ଜନଗଣନା। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ…

ଆମ୍ବଟାକୁଆ ମୃତ୍ୟୁ ଘଟଣା: ଆସିଲା…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏସବୁ ଭିତରେ…

ଶୁଣୁନି ପ୍ରଶାସନ, ଭଙ୍ଗାକୁଡ଼ିଆ ପାଲଟିଛି…

ଓଏଲ୍‌ ବ୍ୟୁରୋ: ଚାଲିଯାଇଛି ବାତ୍ୟା ଦାନା, ଦେଇ ଯାଇଛି ଅନେକ ଦୁଃଖ। ତା'ର ପ୍ରକୋପରେ ଜର୍ଜରିତ ହେଉଛନ୍ତି ଅନେକ ଜୀବନ। କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ଛପର ଉଡାଇ ନେଇଛି। ସରକାର ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ମଧ୍ୟ ପ୍ରକାଶ କରିସାରିଛନ୍ତି। ହେଲେ ଏସବୁ ଭିତରେ ଦଶରଥପୁର ବ୍ଲକ କୟାଁ…

ଗ୍ରାହକଙ୍କ ପାଇଁ ଖୁସି ଖବର: ଧନତେରସ୍‌…

ଓଏଲ୍‌ ବ୍ୟୁରୋ: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଧନତେରସ୍‌ ପରେ କମିଲା ସୁନା ଦର। ବଢ଼ିଚାଲିଥିବା ସୁନା ଦରରେ ହ୍ରାସ ଘଟିଛି। ଗୋଟିଏ ଦିନରେ ୧୦ ଗ୍ରାମ ପିଛା ୧୬୫୦ ହ୍ରାସ। ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୭୨,୦୦୦ ରହିଛି। ଧନତେରସ ପର୍ବ ପୂର୍ବରୁ ସୁନା ଦର ୭୩,୮୦୦ ଟଙ୍କା ଥିଲା। ହେଲେ ଆଜି…

ନବୀନଙ୍କ ଆମ୍ବଟାକୁଆ ଟାର୍ଗେଟ୍, କଡ଼ା…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଆଜି ବିରୋଧୀ ଦଳ ନେତା…