Odisha Link
Bridging the Missing Links in Odisha
Daily Archives

November 7, 2024

ଶାହରୁଖ୍ ଖାନ୍‌ଙ୍କୁ ହତ୍ୟା ଧମକ, ଥାନାରେ…

ଓଏଲ୍‌ ବ୍ୟୁରୋ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦିଆଯିବା ପରେ ବଲିଉଡର କିଙ୍ଗ୍ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିବା ସାମ୍ନାକୁ ଆସିଛି। ଏହି ଘଟଣାରେ ବାନ୍ଦ୍ରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବେ ଖବର…

ବନ୍ଧା ହେଲେ କୋଟିପତି ଜୁନିୟର ମ୍ୟାନେଜର

ଓଏଲ୍ ବ୍ୟୁରୋ: ବନ୍ଧା ହେଲେ କୋଟିପତି ଜୁନିୟର ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ରେଡ୍ କରାଯାଇଥିଲା। ଭୁବନେଶ୍ବର, ଖୋର୍ଦ୍ଧା…

ନଭେମ୍ବର ୧୫ରେ ଅସ୍ମିତା ଭବନ…

ଓଏଲ୍‌ ବ୍ୟୁରୋ: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ ।  ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ…

ନବୀନଙ୍କ ଟାକୁଆ ଟାର୍ଗେଟ୍: ବାର ବର୍ଷର…

ଓଏଲ୍‌ ବ୍ୟୁରୋ:ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ ।  ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ…

ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ: ପୂର୍ବ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ। ଆଜି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଆଇନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ…

ତୀର୍ଥଯାତ୍ରୀଙ୍କ ପାଇଁ ଚାରିଧାମକୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର l ଓଡିଶାରୁ ଚାରିଧାମକୁ ଗଡ଼ିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ…

‘ସୁଦୃଢ଼ ହେବ ନ୍ୟାୟ ବ୍ୟବସ୍ଥା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ। ଆଜି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଆଇନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ…

ଆଇନ ମନ୍ତ୍ରୀଙ୍କ ସୂଚନା: ରାଜ୍ୟର ସବୁ…

ଓଏଲ୍‌ ବ୍ୟୁରୋ: ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ରାଜ୍ୟର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହେବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟର ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେଲାଣି। ଆଗକୁ ସବୁ ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହେବ। ସୂଚନା…

ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା,…

ଓଏଲ୍‌ ବ୍ୟୁରୋ: ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଆରମ୍ଭ ହୋଇଛି। ଏହି କାର୍ଯ୍ୟକମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ଛାତ୍ର ବିଜୁ ଜନତା ଦଳକୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଅପପ୍ରଚାରର କଡ଼ା ଜବାବ ଦେବାକୁ ଦିଅନ୍ତୁ। ବିଜେଡି ସରକାର ବହୁତ ଭଲ କାମ କରିଛି।…

ବିମାନ ବାତିଲ, ଭୁବନେଶ୍ୱର ବିମାନବନ୍ଦରରେ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଛି। ବାରମ୍ବାର ବିମାନ ବାତିଲ ପରେ ଧାରଣାରେ ବସିଲେ ଯାତ୍ରୀ। ଭୁବନେଶ୍ବରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ବିମାନ ଗତକାଲି ସକାଳ ୯ଟା ୫୫ରେ ଥିବା ବେଳେ କୌଣସି କାରଣ ପାଇଁ ବାତିଲ ହୋଇ ଆଜି ସକାଳ ୮ଟା ୪୫କୁ…