Odisha Link
Bridging the Missing Links in Odisha
Daily Archives

November 8, 2024

ଓଲଟିଲା ଯାତ୍ରୀବାହୀ ବସ୍: ୨୫ରୁ ଅଧିକ…

ଓଏଲ୍‌ ବ୍ୟୁରୋ: ନୟାଗଡ଼ ସୋରଡ଼ା ନିକଟରେ ବସ୍ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଭୁବନେଶ୍ୱର ଆସୁଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି। ୫୭ ନମ୍ବର ଏନଏଚ ସୋରଡା ନିକଟରେ ଘଟିଛି ଦୁର୍ଘଟଣା। ଘଟଣାରେ ୨୫ ଜଣ ଆହତ ହୋଇଥିବାବେଳେ ଗୁରୁତର ଥିବା ୪ଜଣ ଯାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ସୂଚନା…

କ୍ଲାଉଡ୍‌ରେ ଯୋଡ଼ି ହେବ ସାଢ଼େ ୪ ଲକ୍ଷ…

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେବ ଓଡ଼ିଆ ଭାଷା। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆଞ୍ଚଳିକ ଭାଷାକୁ ଅଧିକ ପରିବ୍ୟାପ୍ତ କରିବାକୁ ଯୋଜନା କରୁଛି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଅନଲାଇନ୍ ଦୁନିଆରେ କ୍ରମାଗତ ଭାବେ ଭାଷାର ବ୍ୟବଧାନ ପରିଲକ୍ଷିତ ହେଉଥିବାରୁ ଇଣ୍ଟରନେଟ୍‌ରେ ଓଡ଼ିଆ ତଥ୍ୟର…

କୋରାପୁଟ ଗସ୍ତରେ ଡିଜିପି, ମାଓ ଦମନ ନେଇ…

ଓଏଲ୍ ବ୍ୟୁରୋ: କୋରାପୁଟ ଗସ୍ତରେ ଡିଜିପି ୱା.ବି ଖୁରାନିଆ। କୋରାପୁଟ ଗସ୍ତରେ ଯାଇ ଡିଜିପି ୱା.ବି ଖୁରାନିଆ ବିଏସଏଫ୍‌ କ୍ୟାମ୍ପରେ ଆଲୋଚନା କରିବା ପରେ ଏସ୍‌ଓଜି କ୍ୟାମ୍ପରେ ଆଲୋଚନା କରିଛନ୍ତି। ମାଓ ଦମନ, ନିଶା କାରବାରକୁ ରୋକିବା ନେଇ ଆଲୋଚନା ହୋଇଛି। ଏହା ପରେ ଡିଜିପି ୱା.ବି ଖୁରାନିଆ କୋରାପୁଟ…

ହିମାଚଳ ରାଜନୀତିରେ ସୁଖୁଙ୍କ ସମୋସା,…

ଓଏଲ୍‌ ବ୍ୟୁରୋ: କୁଆଡ଼େ ଗଲା ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି। ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା। ଏଭଳି ଏକ ରୋଚକ ଘଟଣାକୁ ନେଇ ଏବେ ପାହାଡ଼ି ରାଜ୍ୟ…

୯୮ ବର୍ଷରେ ଭାରତର ରତ୍ନ ଲାଲକୃଷ୍ଣ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି। ଚଳିତବର୍ଷ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ…

ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର,…

ଓଏଲ୍ ବ୍ୟୁରୋ: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ଘର ପାଇଁ ଟଙ୍କା ଦେବେ ସରକାର। ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଅଗ୍ରୀମ ଟଙ୍କା। ଏନେଇ…

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୨…

ଓଏଲ୍ ବ୍ୟୁରୋ: ଜମ୍ମୁ-କଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କୁ ସଫଳତା। ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ। କାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ଆତଙ୍କବାଦୀ ହତ୍ୟା କରିଥିଲେ। ସୋପୋରରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ଅପରେସନ୍ ଚାଲିଥିଲା। ସର୍ଚ୍ଚ ଅପରେସନ୍ ସମୟରେ ୨ ଆତଙ୍କବାଦୀ…

ଲଣ୍ଡନରେ ଓ୍ୱାର୍ଲଡ ଟ୍ରାଭେଲ ମାର୍କେଟର…

ଓଏଲ୍‌ ବ୍ୟୁରୋ: ଲଣ୍ଡନରେ ୱାର୍ଲ୍ଡ ଟ୍ରାଭେଲ ମାର୍କେଟର ଆଜି ଶେଷ ଦିନ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରବାସୀ ଓଡ଼ିଆଙ୍କ ଗୁରୁତ୍ବକୁ ପ୍ରାଧାନ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଳା, ସଂସ୍କୃତି ଓ ପର୍ଯ୍ୟଟନର ଅଗ୍ରଗତିରେ ଭୂମିକାକୁ…

‘କାର୍ତ୍ତିକ ମାସ ପରେ ମେଘନାଦ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରର ମେଘନାଦ ପାଚେରିରୁ ପାଣି ଗଳୁଛି। ଏକାଧିକ ସ୍ଥାନରେ ହୋଇଥିବା ଛିଦ୍ର ଦେଇ ପାଣି ତଳକୁ ଖସିବା ଫଳରେ ଶିଉଳି ଲାଗିଯାଇଛି। ସିଂହଦ୍ୱାର ପଟ ମେଘନାଦ ପାଚେରି ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି। ଯାହା ଦେଖି ଭକ୍ତ ଓ ସେବକ କ୍ଷୁବ୍ଧ। ପାଣି…

ତାରାତାରିଣୀଙ୍କ ପୀଠରେ ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ: ମା' ତାରାତାରିଣୀଙ୍କ ମହାସ୍ନାନ। ପୀଠରେ ବିଭିନ୍ନ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। ମା'ଙ୍କ ପୀଠରୁ ଚୋରି ପରେ ଚାଲିଛି ମହାସ୍ନାନ। ମାଆ ତାରାତାରିଣୀଙ୍କୁ ଦୁର୍ବୃତ୍ତ ମାନେ ଛୁଇଁବା ପରେ ଆଜି ମହାସ୍ନାନ ହେଉଛି। ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହୋଇଛନ୍ତି…