Odisha Link
Bridging the Missing Links in Odisha
Daily Archives

November 13, 2024

ଆସନ୍ତା ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ…

ଓଏଲ୍‌ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନଠାରେ ଆଜି ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ…

ସମାଧାନ ହେବ ଆନ୍ତଃ ରାଜ୍ୟ ବିବାଦ

ଓଏଲ୍‌ ବ୍ୟୁରୋ: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।…

ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସା…

ଓଏଲ୍‌ ବ୍ୟୁରୋ: ଲୋକସେବା ଭବନଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା…

କ୍ୟାବିନେଟରେ ୨ନୂଆ ଯୋଜନାକୁ ଅନୁମୋଦନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ  ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।  ‘ଗୋମାତା’ ଯୋଜନାରେ ୩ବର୍ଷରେ ୩୪୨.୬୫କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ବର୍ଷରେ…

କ୍ୟାବିନେଟ୍ ନିଷ୍ପତ୍ତି: ସରକାରୀ ଚାକିରୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖାଦେବା ପରେ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ…

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ…

ଓଏଲ୍‌ ବ୍ୟୁରୋ: ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରିବ ଭାରତୀୟ ଜନାପ ପାର୍ଟି। ନଭେମ୍ବର ୧୫ ତାରିଖରେ ପାଳନ ହେବ ଜନଜାତି ଗୌରବ ଦିବସ ଭାବେ ଦେଶରେ ପାଳନ କରାଯିବ। ଏହାକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି।…

୬ ବର୍ଷ ପରେ ସେଞ୍ଚୁରିଅନରେ ଖେଳିବ ଭାରତ,…

ଓଏଲ୍‌ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ୩ୟ ମୁକାବିଲା ଆଜି ସେଞ୍ଚୁରିଅନରେ ଖେଳାଯିବ। ସୁପରସ୍ପୋର୍ଟ ପାର୍କ ଷାଡିୟମ୍‌ରେ ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳାଯିବ ଏହି ମୁକାବିଲା। ସବୁଠୁ ବଡ଼କଥା ହେଲା ଭାରତୀୟ ଦଳ ୬ ବର୍ଷ ପରେ ସେଞ୍ଚରିଆନରେ ଖେଳିବ। ଶେଷଥର ପାଇଁ ୨୦୧୮ ମସିହାରେ ଖେଳିଥିଲା…

ଦିନେ ଟ୍ରମ୍ପଙ୍କୁ ଦେଉଥିଲେ କଡ଼ା ଟକ୍କର,…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜର ଟିମ୍‌ ଗଠନରେ ଲାଗି ପଡ଼ିଛନ୍ତି ଟ୍ରମ୍ପ। ସେ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ସ୍ଥାନ ଦେଇଛନ୍ତି। ବିବେକ ଏବଂ ଏଲନ୍‌ ମସ୍କଙ୍କ ଉପରେ ସରକାରୀ କାର୍ଯ୍ୟ ଦକ୍ଷତା ବିଭାଗ…

ଯଶିପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜି ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ…

ପୁଲିସ ଏସ୍‌ଆଇଙ୍କ ପାଇଁ ଖୁସି ଖବର,…

ଓଏଲ୍‌ ବ୍ୟୁରୋ: ପୁଲିସ ଏସ୍‌ଆଇଙ୍କ ପାଇଁ ଖୁସି ଖବର। ଏଣିକି ୭ ବର୍ଷ ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍‌ଆଇ ଇନ୍ସପେକ୍ଟର ହେଉଥିଲେ। ବର୍ତ୍ତମାନ ଚାକିରିର ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ…