Odisha Link
Bridging the Missing Links in Odisha
Daily Archives

November 13, 2024

ବିମାନରେ ବୁଲିବେ ମନ୍ତ୍ରୀ, ଜାରି ହେଲା…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୪ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ପୂର୍ବ ସରକାରର ବିଭିନ୍ନ…

ଏଲନ୍ ମସ୍କ ଓ ଭାରତୀୟ ବଂଶୋଦ୍ଭବ ବିବେକ…

ଓଏଲ୍‌ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଭାବେ ୨୦୨୫ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ଡ୍ରୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜର ଟିମ୍‌ ଗଠନ କରିବାରେ ଲାଗି ପଡ଼ିଛନ୍ତି ଟ୍ରମ୍ପ। ଏସବୁ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିସାରିଲେଣି…

ବୁଲଡୋଜର ଆକ୍ସନରେ ବ୍ରେକ୍:…

ଓଏଲ୍‌ ବ୍ୟୁରୋ: ବୁଲଡୋଜର ଆକ୍ସନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଭାଙ୍ଗିବା ସମ୍ପର୍କରେ କାର୍ଯ୍ୟନିର୍ବାହୀ ନେଇପାରିବେନି ନିଷ୍ପତ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ। କର୍ତ୍ତୃପକ୍ଷଙ୍କ ତୁଳନାରେ ଅଧିକାରୀମାନେ ଅଧିକ ସକ୍ରିୟ ହେଉଛନ୍ତି।…

ବଢୁଛି ପିଆଜ ଦର, ମନ୍ତ୍ରୀ କହିଲେ-ଆମର…

ଓଏଲ୍‌ ବ୍ୟୁରୋ: ବଢିଚାଲିଛି ପିଆଜ ଦର। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ମୂଲ୍ୟ ବୃଦ୍ଧି ପାଇଛି। ଖୁଚୁରା ଦୋକାନରେ ପିଆଜ କିଲୋଗ୍ରାମ ପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ମୂଲ୍ୟ ବୃଦ୍ଧି ହେତୁ ଅନେକ ହୋଟେଲ ଏବଂ ରେଷ୍ଟୁରାଣଅଟ ସମେତ ମଧ୍ୟବିତ୍ତ ପରିବାରର ରୋଷେଇ ଘରୁ ପିଆଜ ଅଦୃଶ୍ୟ…

ଇନ୍ଦ୍ରାବତୀରୁ କମିଲା ଜଳସ୍ତର, ବନ୍ଦ…

ଓଏଲ୍‌ ବ୍ୟୁରୋ: ଇନ୍ଦ୍ରାବତୀରୁ କମିଲା ଜଳସ୍ତର। କଳାହାଣ୍ଡି ଇନ୍ଦ୍ରାବତୀ ପ୍ରକଳ୍ପରୁ ବନ୍ଦ ହେବ ଜଳ ଯୋଗାଣ। ୨୦୨୪-୨୫ ରବି ଋତୁରେ ମିଳିବନି କେନାଲ ପାଣି। ଧର୍ମଗଡ଼ ଓ ଜୁନାଗଡ଼ ଡିଭିଜନରେ ଯୋଗାଣ ବନ୍ଦ ରହିବ। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳସ୍ତର କମିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ…

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୁଡା…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଗତକାଲି ଠାରୁ ପଞ୍ଚକବ୍ରତ ଆରମ୍ଭ ହୋଇଥିବା ବେଳେ ଆଜି ଦ୍ଵିତୀୟ ଦିବସରେ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହୋଇଅଛି। ଆଜି କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଅବକାଶ ନୀତି ପରେ ଅନୁଷ୍ଠିତ ହୋଇଥିବା ବେଳେ ଅଗଣିତ ଭକ୍ତ ଏହି…

+୩ ଛାତ୍ରଛାତ୍ରୀଙ୍କ ପାଇଁ ଏବିସି ଆଇଡି…

ଓଏଲ୍‌ ବ୍ୟୁରୋ: ସ୍ନାତକରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଲାଗୁ ହେବାପରେ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ବ୍ୟାଙ୍କ୍ କ୍ରେଡିଟ୍ ବା ଏବିସି ଆଇଡି ଖୋଲିବାକୁ ପ୍ରାଥମିକତା ଦିଆଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଏବିସି ଆଇଡି ଖୋଲିବାକୁ ଆଞ୍ଚଳିକ ଶିକ୍ଷା…

ଝାଡ଼ଖଣ୍ଡ ନିର୍ବାଚନ: ଭୋଟ୍ ଦେଲେ…

ଓଏଲ୍‌ ବ୍ୟୁରୋ: ଭୋଟ ଦେଉଛି ଝାଡ଼ଖଣ୍ଡ। ଆଜି ପ୍ରଥମ ପର୍ଯ୍ୟାୟ ବିିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିବ ନିର୍ବାଚନ। ୪୩ଟି ଆସନ ପାଇଁ ମତଦାନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା। ପ୍ରଥମ…

ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ସମବାୟ…

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏସବୁ ଭିତରେ ଜଳେଶ୍ବର ବାଲିଚତରା ସମବାୟ ସମିତି ଅଫିସରୁ ଚୋରି…

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ସହାୟକ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମଇ ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀଙ୍କ ଇନକ୍ରିମେଣ୍ଟ ଏରିୟର ଟଙ୍କା କରାଇ ଦେବା ଲାଗି…