Odisha Link
Bridging the Missing Links in Odisha
Daily Archives

November 13, 2024

ଏଣିକି ଘରେ ରହି ଟିକଟ କରିପାରିବେ ମୋ…

ଓଏଲ୍‌ ବ୍ୟୁରୋ: ଯାତ୍ରୀଙ୍କ ସୁବିଧା ନିମନ୍ତେ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍) ନେଲା ବଡ଼ ପଦକ୍ଷେପ। ଏଣିକି ଜଣେ ମୋ ବସ୍‌ ଯାତ୍ରୀ ଘରେ ରହି ଟିିକଟ କରିପାରିିବେ। କ୍ରୁଟ୍‌ ଓପନ୍‌ ନେଟୱାର୍କ ଫର୍‌ ଡିଜିଟାଲ୍‌ କମର୍ସ (ଓଏନ୍‌ଡିସି) ପ୍ଲାଟଫର୍ମରେ ଡିଜିଟାଲ୍‌ ଟିକଟ୍‌…

ଆଜି ବଡ଼ଓଷା: ବଡ଼ସିଂହାର ବେଶ ଦେଖିବାକୁ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା। ଏହି ଅବସରରେ ବାବା ଧବଳେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼। ବଡ଼ଓଷାରେ ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ଲୋକାରଣ୍ୟ ହୋଇଛି ପୀଠ। ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।…

ରଣଜୀ ଟ୍ରଫି: ଆଜିଠୁ ବାରବାଟୀରେ…

ଓଏଲ୍‌ ବ୍ୟୁରୋ: ଚଳିତ ରଣଜୀ ସିଜିନରେ ବିଜୟର ସ୍ବାଦ ଚାଖିନଥିବା ଓଡ଼ିଶା କ୍ରିକେଟ ଦଳ ଆଜି ମହାରାଷ୍ଟ୍ର ବିପକ୍ଷରେ ଓହ୍ଲାଇବ। ୪ଟି ମ୍ୟାଚ୍‌ ଖେଳି ମାତ୍ର ୪ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ମହାରାଷ୍ଟ୍ର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରୁ ଓଡ଼ିଶା ଅନ୍ୟୂନ ୩ ପଏଣ୍ଟ୍…

ଭୋଟ୍ ଦେଉଛି ଝାଡ଼ଖଣ୍ଡ, କଡ଼ା ସୁରକ୍ଷା…

ଓଏଲ୍ ବ୍ୟୁରୋ: ଆଜି ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ମତଦାନ ହେଉଛି। ଏହା ସହିତ ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ। କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ…

ଝାଡ଼ଖଣ୍ଡ ନିର୍ବାଚନ: ମତଦାନ ଆରମ୍ଭ, ୬୮୩…

ଓଏଲ୍‌ ବ୍ୟୁରୋ: ଭୋଟ ଦେଉଛି ଝାଡ଼ଖଣ୍ଡ। ଆଜି ପ୍ରଥମ ପର୍ଯ୍ୟାୟ ବିିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିବ ନିର୍ବାଚନ। ୪୩ଟି ଆସନ ପାଇଁ ମତଦାନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା। ପ୍ରଥମ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଏକାଧିକ…

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ସମୟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, କୃଷି, ସମବାୟ ଓ ଶକ୍ତି ବିଭାଗ ସମ୍ପର୍କିତ…