Odisha Link
Bridging the Missing Links in Odisha
Daily Archives

November 14, 2024

ବିବାଦୀୟ ପରୀକ୍ଷା କେନ୍ଦ୍ରରେ ପୁଣି…

ଓଏଲ୍‌ ବ୍ୟୁରୋ: ପୁଣି ନିଯୁକ୍ତି ଦୁର୍ନୀତି ପାଇଁ ସରକାରୀ ପ୍ରୋତ୍ସାହନ। ବିବାଦୀୟ ପରୀକ୍ଷା କେନ୍ଦ୍ରରେ ପୁଣି ପରୀକ୍ଷା ପାଇଁ ଯୋଜନା । ସାରା ଭାରତବର୍ଷରେ ନରମାଲାଇଜେସନକୁ ଛାତ୍ରମାନେ ବିରୋଧ କରୁଥିବା ବେଳେ ଓଡିଶା ସରକାର ପ୍ରୋତ୍ସାହନ ଦେଉଛନ୍ତି କାହିଁକି ? ସରକାର ଓ ସଂସ୍ଥା ଯାହାକୁ ଚାହିଁବେ ଚାକିରୀ…

ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା…

ଓଏଲ୍‌ ବ୍ୟୁରୋ: ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା…

ବଳଦିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୋଟ ୩୩ଟି ବର୍ଗ ପାଇଁ ପ୍ରଦାନ ହେବ ସମ୍ମାନ। ସବୁଠୁ ବଡ଼କଥା ହେଲା ବଳଦିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ନାମ। ଜୟଦେବ ପୁରସ୍କାର ବଦଳରେ ହେଲା ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।…

ହାସ୍ୟ ଅଭିନେତା ଜୟୀରାମଙ୍କୁ ଜୀବନ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୋଟ ୩୩ଟି ବର୍ଗ ପାଇଁ ପ୍ରଦାନ ହେବ ସମ୍ମାନ। ସବୁଠୁ ବଡ଼କଥା ହେଲା ବଳଦିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ନାମ। ଜୟଦେବ ପୁରସ୍କାର ବଦଳରେ ହେଲା ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଓଏଲ୍‌ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୋଟ ୩୩ଟି ବର୍ଗ ପାଇଁ ପ୍ରଦାନ ହେବ ସମ୍ମାନ। ସବୁଠୁ ବଡ଼କଥା ହେଲା ବଳଦିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ନାମ। ଜୟଦେବ ପୁରସ୍କାର ବଦଳରେ ହେଲା ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।…

ଆସିଲା ମାଟ୍ରିକ ପରୀକ୍ଷା ସୂଚୀ: ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଦଶମ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା…

ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଶାମିଙ୍କ…

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭଲ ଖବର। ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଇନ୍ଦୋରରେ ଖେଳାଯାଉଥିବା ରଣଜୀ ମ୍ୟାଚରେ ଶାଣିତ ବୋଲିଂ କରିବା ସହିତ ଓ୍ବିକେଟ ନେଇ ଚୟନକର୍ତ୍ତାଙ୍କ…

ବଡ଼ ଖବର: ଫେବ୍ରୁଆରୀ ୨୧ରୁ ମାଟ୍ରିକ…

ଓଏଲ୍‌ ବ୍ୟୁରୋ: ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷା ହେବ। ସୂଚନା ଅନୁସାରେ, ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନ ଫେବ୍ରୁଆରୀ ୨୧ରେ ମାତୃଭାଷା…

ସମ୍ପ୍ରସାରଣ ହେଉଛି ରଙ୍ଗେଇଲୁଣ୍ଡା…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋର ସୋରରେ ଆଗେଇ ଚାଲିଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଏୟାରପୋର୍ଟ ଉପଦେଷ୍ଟା ସୁରେଶ କୁମାର ହୋତାଙ୍କ ସହିତ ଏକ ଯାଞ୍ଚ ଦଳ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ…

ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼…

ଓଏଲ୍‌ ବ୍ୟୁରୋ: ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୫ ଶିକ୍ଷାବର୍ଷରୁ CBSE ପାଠ୍ୟକ୍ରମରେ ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ ଲାଗୁ କରାଯିବ। ସିବିଏସ୍ଇ ନୂଆ ପରୀକ୍ଷା ଫର୍ମାଟ ଆସେସମେଣ୍ଟ ସିଷ୍ଟମ ଲାଗୁ ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୫ ଶିକ୍ଷାବର୍ଷରୁ ଏହାକୁ…