Odisha Link
Bridging the Missing Links in Odisha
Daily Archives

November 15, 2024

ଟି-୨୦: ଗୋଟିଏ ଇନିଂସ୍‌ରେ…

ଓଏଲ୍‌ ବ୍ୟୁରୋ: ଟି-୨୦ କ୍ରିକେଟରେ ଟିମ୍‌ ଇଣ୍ଡିଆର ବିଶ୍ବ ରେକର୍ଡ। ଟି-୨୦ କ୍ରିକେଟର ଗୋଟିଏ ଇନିଂସ୍‌ରେ ୨ ଜଣ ଭାରତୀୟ ଖେଳାଳି ଶତକ ହାସଲ କରିଛନ୍ତି।ୟାପୂର୍ବରୁ ଟି-୨୦ କ୍ରିକେଟରେ ଏଭଳି କାରନାମା କେଉଁ ଦେଶର ଖେଳାଳି କରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ମୁକାବିଲାରେ ଭାରତୀୟ ଖେଳାଳି…

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ…

ଓଏଲ୍‌ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୌକା ବିହାର କରିବା ପରେ ଐତିହାସିକ ବାଲିଯାତ୍ରାକୁ ବିଧିବଦ୍ଧ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦଘାଟନୀ ଉତ୍ସବରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହିତ ବିଭିନ୍ନ ଷ୍ଟଲ ବୁଲି…

ଶନିବାରଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪…

ଓଏଲ୍‌ ବ୍ୟୁରୋ: ସରିଲା କାର୍ତ୍ତିକ ମାସ। ଜଗା ପ୍ରେମୀଙ୍କ ପାଇଁ ଆସିଲା ଭଲ ଖବର। ଆସନ୍ତାକାଲିଠୁ ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ଭକ୍ତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

ରଣଜୀ ଟ୍ରଫି: ଚଳିତ ଋୁତରେ ଓଡ଼ିଶାର ପ୍ରଥମ…

ଓଏଲ୍‌ ବ୍ୟୁରୋ: ସମାଲୋଚନାର ଶିକାର ହେଉଥିବା ଓଡ଼ିଶା କ୍ରିକେଟ ଦଳ ଶେଷରେ ବିଜୟର ସ୍ବାଦ ଚାଖିଛି। ଚଳିତ ରଣଜୀ ଋତୁରେ ଓଡ଼ିଶା ଦଳ ପ୍ରଥମ ବିଜୟ ହାସଲ କରିଛି। ବାରବାଟୀରେ ଖେଳାଯାଇଥିବା ମୁକାବିଲାରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ମହାରାଷ୍ଟ୍ର ଦଳକୁ ପରାଜିତ କରିଛି ଓଡ଼ିଶା।…

ଜନଜାତିର ବିକାଶ ପାଇଁ ୧୫୩୫ କୋଟି ଟଙ୍କାର…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା,…

ଓଏଲ୍‌ ବ୍ୟୁରୋ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା। ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି ଜୋରସୋର କାମ। ଏଥରର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍‌ କଟକ। ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ବିଶ୍ଵ ଦେଖିବ ଓଡ଼ିଶା ପାଭିଲିୟନର ଭବ୍ୟ…

ଓଏଲ୍‌ ବ୍ୟୁରୋ: ୨୦୩୬ରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ଵାଧୀନତାର ଶତବାର୍ଷିକ ପାଳନ କରାଯିବ। ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ଲାଗି ଏହି ଦୁଇଟି ଐତିହାସିକ ଘଟଣା ଆମ ପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି ବୋଲି ୪୩ତମ…

୧୨୯ କ୍ରୀଡ଼ାବିତ୍‌ଙ୍କୁ ୧୭ ଲକ୍ଷ ଟଙ୍କା…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ…

ଦିଲ୍ଲୀ ମେୟର ନିର୍ବାଚନରେ ବାଜିମାତ କଲା…

ଓଏଲ୍‌ ବ୍ୟୁରୋ: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମି ପାର୍ଟିକୁ ମିଳିଛି ବଡ଼ ସଫଳତା। ଏମସିଡି ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି ଆପ୍ ପ୍ରାର୍ଥୀ…