Odisha Link
Bridging the Missing Links in Odisha
Daily Archives

November 16, 2024

ଜାତୀୟ ହକି: ସ୍ବର୍ଣ୍ଣ ପଦକ ଜିତିଲା…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଓଡ଼ିଶା ହକି ଦଳ। ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ଜାତୀୟ ହକି ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛି। ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ହରାଇ ଚମ୍ପିଆନ୍‌ ହୋଇଛି ଓଡ଼ିଶା ହକି ଦଳ। ଏଥିସହିତ ସ୍ବର୍ଣ୍ଣ ପଦକ ଜିତିଛି ଓଡ଼ିଶା। ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ…

ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ…

ଓଏଲ୍‌ ବ୍ୟୁରୋ: ଶିରୋମଣି ଅକାଳୀ ଦଳ (ଏସଏଡି) ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ। ଦଳର କାର୍ଯ୍ୟ କମିଟିରେ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଦଳର ନେତା ତଥା କର୍ମୀମାନେ ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ଓ ସବୁବେଳେ ସହଯୋଗ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।…

ସରକାରୀ ସ୍ତରରେ ବଡ଼ ଅଦଳବଦଳ, ଦିନକରେ…

ଓଏଲ୍‌ ବ୍ୟୁରୋ: ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଯୁଗ୍ମ ସଚିବ, ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ।

ଦୁଗ୍ଧ ଚାଷୀଙ୍କୁ ଡିବିଟିରେ ମିଳିବ ଟଙ୍କା

ଓଏଲ୍‌ ବ୍ୟୁରୋ: ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଏହି ଜରିଆରେ ଚାଷୀ ପାଇବେ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ଖୁବଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଅନ୍ୟ…

ଭରତପୁର ଥାନା ବିବାଦ ମାମଲା, ବଢ଼ିଲା…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚହଳ ପକାଇଥିବା ଭରତପୁର ଥାନା ବିବାଦ ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ତଦନ୍ତ କମିଶନ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର। ଏନେଇ ଗୃହ ବିଭାଗ…

୫ ମାଓବାଦୀ ସଫା, ଏବେବି ଜାରି ରହିଛି…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ୍‌ ସମୟରେ ୫ ମାଓବାଦୀ ନିପାତ। ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି ୫ ମାଓବାଦୀ। ଅନ୍ୟପଟେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାବର୍ତ୍ତୀ ଜଙ୍ଗଲରେ ହୋଇଛି ଗୁଳିବିନିମୟ।…

ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ…

ଓଏଲ୍‌ ବ୍ୟୁରୋ: ଅନାସ୍ଥା ଭୋଟରେ ହାରିଲେ ଢେଙ୍କାନାଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଏଥିସହିତ ନିଜ ପଦ ହରାଇଲେ ରାଜଶ୍ରୀ ନାୟକ। ବିଜେଡି ଦଖଲରେ ଥିଲା ଢେଙ୍କାନାଳ ବ୍ଲକ ଅଧ୍ୟକ୍ଷା ପଦବୀ। ଆଜି ହୋଇଥିବା ଅନାସ୍ଥା ଭୋଟିରେ ବିପକ୍ଷରେ ପଡ଼ିଲା ୪୪ ଭୋଟ। ସପକ୍ଷରେ ଗୋଟିଏ ଭୋଟ ପଡ଼ିଥିବା ବେଳେ ଗୋଟିଏ ଭୋଟ୍‌…

କଟକ ଓ ସମ୍ବଲପୁରରେ ହେବ ଦୁଇଟି ରିଭର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଜୀବନ ରେଖା ଭାବେ ପରିଚିତ ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ। ଗୁଜରାଟର ସାବରମତୀ ରିଭର ଫ୍ରଣ୍ଟ ଢାଞ୍ଚାରେ କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ନିର୍ମାଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାନଦୀ ରିଭର୍ ଫ୍ରଣ୍ଟର ବିକାଶ ପାଇଁ ପୂର୍ବରୁ…

ରାଜ୍ୟରେ ଖୋଲିବ ଓମ୍‌ଫେଡ୍‌ର ୩ ନୂଆ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଉ ୩ ଜିଲ୍ଲାରେ ଖୋଲିବ ଓମ୍‌ଫେଡ୍‌ର ନୂଆ ଡାଏରୀ ପ୍ଲାଣ୍ଟ। ସମ୍ବଲପୁର, ବ୍ରହ୍ମପୁର,ବାଲେଶ୍ୱରରେ ଖୋଲିବ ଓମ୍‌ଫେଡ୍‌ର ଡାଏରୀ ପ୍ଲାଣ୍ଟ। ଡାଏରୀ ପ୍ଲାଣ୍ଟ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍‌ଫେଡ୍‌ରେ କ୍ୱାଲିଟି ଓ କ୍ୱାଣ୍ଟିଟି…

ରାଜଧାନୀରେ ୭ବର୍ଷୀୟ ନାବାଳିକାଙ୍କ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନକୁ ରାଜଧାନୀରେ ବଢ଼ି ଚାଲିଛି ଦୁଷ୍କର୍ମ ଜନିତ ମାମଲା। ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା…