Odisha Link
Bridging the Missing Links in Odisha
Daily Archives

November 18, 2024

ଭାରତର ନୂଆ ସିଏଜି କେ ସଞ୍ଜୟ ମୂର୍ତ୍ତି,…

ଓଏଲ୍‌ ବ୍ୟୁରୋ: ଭାରତର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ହେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ କେ ସଞ୍ଜୟ ମୂର୍ତ୍ତି। ବର୍ତ୍ତମାନର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ ସଞ୍ଜୟ ମୂର୍ତ୍ତି। ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ…

ପର୍ଥ ଟେଷ୍ଟ ଖେଳିବେନି ୨ ଷ୍ଟାର ଖେଳାଳି,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୨ ତାରିଖରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ମୁହାଁମୁହିଁ ହେବ ବିଶ୍ବ କ୍ରିକେଟର ଦୁଇ ବାଦଶାହ ଭାରତ-ଅଷ୍ଟ୍ରେଲିଆ। କେବଳ ବିଜୟ, ସମ୍ମାନ ପାଇଁ ନୁହେଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ହେଲେ ଦୁଇ ଦଳକୁ ସିରିଜ ଜିତିବାକୁ ପଡ଼ିବ। ଯେଉଁ ଦଳ ସିରିିଜ ଜିତିବ…

କ୍ୟାରିୟରରେ ନେଇଛନ୍ତି ମାତ୍ର ଗୋଟିଏ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ର ମେଗା ନିଲାମି ପୂର୍ବରୁ ବଡ଼ ନିଷ୍ପତ୍ତି ନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କେବଳ ଗୋଟିଏ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ଦଳର ଗୁରୁ ଦାୟିତ୍ବ ପ୍ରଦାନ କରି ଚର୍ଚ୍ଚାରେ ଆରସିବି। ମୁମ୍ବାଇ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଓମକାର…

ପୁଣି ଅଶାନ୍ତ ମଣିପୁର: ଲଗାତାର ୨ୟ ଦିନ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ମଣିପୁୁର ହିଂସା। ନିଖୋଜ ଥିବା ୬ ଅପହୃତଙ୍କ ମୃତଦେହ ସ୍ଥାନୀୟ ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ବଢ଼ିବାରେ ଲାଗିିଛି। ହିଂସା ଥମିବାର ନାଁ ଧରୁନାହିଁ। ମଣିପୁରରେ ବିଗୁଡ଼ିଥିବା ଆଇନ୍‌ ବ୍ୟବସ୍ଥାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…

ଆମ୍ବଟାକୁଆ ମୃତ୍ୟୁ ଘଟଣା: ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ଚିକିତ୍ସାଧୀିନ ଅବସ୍ଥାରେ ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବରୁ ଏମ୍‌କେସିଜି ମେଡିକାଲରେ ୨ ଜଣଙ୍କର…

ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ…

ଓଏଲ୍‌ ବ୍ୟୁରୋ: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ…

‘ସିଟି ସ୍କାନ୍ ସେବା’ର ଶୁଭାରମ୍ଭ କଲେ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରବାସୀଙ୍କ ପାଇଁ ଭଲ ଖବର। ଏଣିକି ପାଇବେ ସହଜରେ ପାଇବେ ଉନ୍ନତ ଚିକିତ୍ସା। ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ‘ନିଶୁଳ୍କ ସିଟି ସ୍କାନ୍ ସେବା’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି…

ବାଲିଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ନାଁ…

ଓଏଲ୍‌ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ଅବ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜେ ରାଗିଥିଲେ। ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏଥର। ଏବେ ବାରବାଟୀ-କଟକ ବିଧାୟିକା ତଥା…

ଦଶମ ପିଲାଙ୍କ ପାଇଁ ବଡ଼ ଖବର: ବୃଦ୍ଧି…

ଓଏଲ୍‌ ବ୍ୟୁରୋ: ୨୦୨୫ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ନଭେମ୍ବର ୩ ଠାରୁ ଆରମ୍ଭ ହୋଇଥିଲା। ଏହା ନଭେମ୍ବର ୧୮ ତାରିଖ ଅର୍ଥାତ ଆଜି ରାତି ୧୧.୪୫ ମିନିଟ୍‌ଯାଏ ଫର୍ମ ପୂରଣ ପାଇଁ ଶେଷ ସମୟ ଥିବାବେଳେ ତାହା ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଫର୍ମ ପୂରଣ ଅବଧି ବୃଦ୍ଧି…

ସମୀର ଦେ’ଙ୍କ ଦେହାନ୍ତ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତି ପାଇଁ ଅଶୁଭ ଖବର। ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ପ୍ରାଣତ୍ୟାଗ…