Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ଜବାବ ଦାଖଲ କଲେ ବିଧାୟକ ଅଶ୍ୱିନୀ ପାତ୍ର

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ୫ ମାସ ପୂରିଲାଣି। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ନିର୍ବାଚନୀ ଅନିୟମିତତା ମାମଲାରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ। ନିର୍ବାଚନୀ ଅନିୟମିତତା ମାମଲାରେ ଜବାବ ଦାଖଲ କରିଛନ୍ତି। ହାଇକୋର୍ଟରେ ବିଧାୟକ ଅଶ୍ବିନୀ ପାତ୍ର ଜବାବ ଦାଖଲ କରିଛନ୍ତି। ଦାୟର ମାମଲାକୁ ଖାରଜ କରିବା ଲାଗି ମଧ୍ୟ ଆବେଦନ କରିଛନ୍ତି। ତେବେ ନିର୍ବାଚନୀ ଅନିୟମିତତା ନେଇ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ମାମଲା ଦାୟର କରିଥିଲେ।

Leave A Reply

Your email address will not be published.