Odisha Link
Bridging the Missing Links in Odisha
Daily Archives

November 19, 2024

ରେଢ଼ାଖୋଲରେ ‘ନିଶୁଳ୍କ ଡାୟାଲିସିସ୍ ସେବା’…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟର ରାଜଧାନୀ ବା…

ବାରବାଟୀ ଭାରତ-ଇଂଲଣ୍ଡ ଦିନିକିଆ: ଟିକେଟ…

ଓଏଲ୍‌ ବ୍ୟୁରୋ: ବଦଳିଲା ବାରବାଟୀ ଦିନିକିଆ ମୁକାବିଲା ଟିକେଟ ଦର। ନଭେମ୍ବର ୩ ତାରିଖରେ ବାରବାଟୀ ଦିନିକିଆ ପାଇଁ ଟିକେଟ ଦର ଘୋଷଣା କରିଥିଲା ଓସିଏ। ହେଲେ ୧୬ ଦିନ ପରେ ଟିକେଟ ଦର କମାଇଛି ଓଡ଼ିିଶା କ୍ରିକେଟ ଆସୋସିଏସନ୍। ୧୦୦ ଟଙ୍କା ଟିକେଟ ଦର ହ୍ରାସ କଲା ଓସିଏ। ଟିକେଟ ଦର ବୃଦ୍ଧିକୁ ନେଇ ସମାଲୋଚନାର…

ଭୁବନେଶ୍ବରର ୧୧୬ ବସ୍ତି ବାସିନ୍ଦାଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରର ୧୧୬ ଜଣ ବସ୍ତି ବାସିନ୍ଦାଙ୍କୁ ସୁଲଭ ଆବାସ ପ୍ରକଳ୍ପ ଜରିଆରେ ମିଳିଲା ଘର। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ…

ସାକାର ହେବ ବିକଶିତ ଦେବଗଡ଼ ସ୍ୱପ୍ନ,…

ଓଏଲ୍‌ ବ୍ୟୁରୋ: କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ପାରମ୍ପରିକ ଚାଷ ସହ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ ବୋଲି ମଙ୍ଗଳବାର…

ରାଜ୍ୟରେ ଡବଲ ଇଞ୍ଜିନ ଅକାମୀ: ବିଜେଡି…

ଓଏଲ୍‌ ବ୍ୟୁରୋ: ବାଲିଯାତ୍ରାକୁ ଦିଆଯାଉ ଜାତୀୟ ମାନ୍ୟତା। କଟକ ବାଲିଯାତ୍ରାକୁ ମାନ୍ୟତା ମିଳିଲେ କୁମ୍ଭମେଳା ପରି ଆୟୋଜନ କରିବେ କେନ୍ଦ୍ର ସରକାର ବୋଲି ବିଜେଡି ଦାବି କରିଛି। ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଜଳଜଳ ହୋଇ ଦେଖାଦେଉଛି। ରାଜ୍ୟର…

ମହାରାଷ୍ଟ୍ର ନିର୍ବାଚନର ଦିନକ ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ସମସ୍ତ ୨୮୮ଟି ଆସନରେ ହେବ ମତଦାନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ହେଲେ ଏବେ ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଦେଖିବାକୁ ମିଳିଛି। ପାଲଘରର ବିରାର ପାଖରେ ଥିବା ଏକ ହୋଟେଲରେ ଭାରତୀୟ ଜନତା ପାର୍ଟି ଓ ବହୁୁଜନ ବିକାସ ଅଘାଡ଼ି…

‘କ୍ୟାପିଟାଲ୍ ହସ୍ପିଟାଲ୍‌ରେ…

ଓଏଲ୍‌ ବ୍ୟୁରୋ: ଆଉ ହନ୍ତସନ୍ତ ହେବେନି ରୋଗୀ। କାରଣ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା। କ୍ୟାପିଟାଲ ହସ୍ପିଟାଲ୍ ରୋଗୀ କଲ୍ୟାଣ ସମିତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

ଅଠରନଳାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଓଏଲ୍‌ ବ୍ୟୁରୋ: ପୁରୀ ଅଠରନଳା ଠାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଉଚ୍ଛେଦ କାର୍ଯ୍ୟ ପରେ ଉନ୍ନତିକରଣ କାମ ଆରମ୍ଭ ହେବ। ମେଡିକାଲ ଛକରୁ ବାଟଗାଁ ଯାଏଁ ରାସ୍ତା ସଂପ୍ରସାରଣ ପାଇଁ ଉଚ୍ଛେଦ ଚାଲିଛି। ସୂଚନା ଅନୁସାରେ, ପୂର୍ବରୁ ରାସ୍ତା ସଂପ୍ରସାରଣ ପାଇଁ ଅନେକ ଘର ଉଚ୍ଛେଦ କରାଯାଇଥିଲା। ଯାହାର…

ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ନୂଆ…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ବିଡିଏ ‘ପ୍ଲାନ୍‌ଡ୍‌ ସିଟି’ ପ୍ରସ୍ତୁତ କରିଛି। ଏହାର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଛି। ମଳିପଡ଼ା, ଗୋଠପାଟଣା ଓ ଦାସପୁର ରାଜସ୍ବ ଗ୍ରାମରେ ଚିହ୍ନଟ ହୋଇଥିବା ୮୩୬ ଏକର ଜାଗାରେ କାମ ଆରମ୍ଭ କରିଛି। ଭୁବନେଶ୍ବର ଉପକଣ୍ଠରେ ନୂଆ ସିଟି ନିର୍ମାଣ ହେବ। ଗୋଠପାଟନା,…

ଏବେ ବି ଅଲୋଡ଼ା ଶିଶୁ କନ୍ୟା! ଟଙ୍କା ପାଇଁ…

ଓଏଲ୍‌ ବ୍ୟୁରୋ: ଆଜି ବି କ’ଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କ’ଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି ବୋଲି ଚାରିଆଡେ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ଏସବୁ ଭିତରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ…