Odisha Link
Bridging the Missing Links in Odisha
Daily Archives

November 19, 2024

ବାଲିଯାତ୍ରାକୁ ମିଳୁ ଜାତୀୟ ମାନ୍ୟତା:…

ଓଏଲ୍‌ ବ୍ୟୁରୋ: ବାଲିଯାତ୍ରାକୁ ଦିଆଯାଉ ଜାତୀୟ ମାନ୍ୟତା। କଟକ ବାଲିଯାତ୍ରାକୁ ମାନ୍ୟତା ମିଳିଲେ କୁମ୍ଭମେଳା ପରି ଆୟୋଜନ କରିବେ କେନ୍ଦ୍ର ସରକାର ବୋଲି ବିଜେଡି ଦାବି କରିଛି। ବାଲିଯାତ୍ରାକୁ ଯାଇ ଦାବି କଲେନି ମୁଖ୍ୟମନ୍ତ୍ରୀ। ବାଲିଯାତ୍ରା ଅବ୍ୟବସ୍ଥା ନେଇ ବିଜେପି ଉପରେ ବର୍ଷିଲା ବିଜେଡି। ଅନ୍ୟପଟେ,…

ଠାବ ହେଲା କୋଟି କୋଟି ଟଙ୍କାର ସଂପତ୍ତି,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। କୋଟି କୋଟି ଟଙ୍କାର ସଂପତ୍ତି ଠାବ ହେବା ପରେ ବନ୍ଧା ହେଲେ ଡିଜିଏମ୍ ସୁବାଷ ଚନ୍ଦ୍ର ପଣ୍ଡା। ଗତକାଲି ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର)…

ହାତୀ ମୃତ୍ୟୁ ଘଟଣା: ହାଇକୋର୍ଟରେ…

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ…

କାଲିଠୁ ରାଜ୍ୟରେ ଖୋଲିବ ଧାନମଣ୍ଡି, ବଡ଼…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। କାଲିଠୁ ଧାନକିଣା ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚାଷୀ ପ୍ରସ୍ତୁତ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ମୁଁ ମଧ୍ୟ ପ୍ରସ୍ତୁତ। ଆସନ୍ତାକାଲି…

ବନ୍ଧା ହେଲେ କୋଟିପତି ଉପଜିଲ୍ଲାପାଳ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। କାଲି ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ନାୟକଙ୍କ ଘରେ ରେଡ୍‌ ହୋଇଥିଲା। ରେଡ ବେଳେ ଉପଜିଲ୍ଲାପାଳଙ୍କର ବିପୁଳ ସଂପତ୍ତି ଠାବ ହୋଇଥିଲା। ଆୟ ବହିର୍ଭୂତ…

ଓଡ଼ିଶା ଆସିବେ ମୋଦି-ଶାହ

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭୁବନେଶ୍ବରରେ ହେବାକୁ ଥିବା ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଖୁବଶୀଘ୍ର ଏନେଇ ସରକାରୀ ସ୍ତରରେ ଘୋଷଣା କରାଯିବ…

ଦୈନିକ ୩୮ଟି ସିଗାରେଟ୍‌ ଟାଣିବା ପରି…

ଓଏଲ୍‌ ବ୍ୟୁରୋ: ଆଜକୁ ୯ ବର୍ଷ ତଳର କଥା। ୨୦୧୬ ମସିହା ଜାନୁଆର ୨୫ ତାରିଖରେ ଦିଲ୍ଲୀ ବାୟୁ ପ୍ରଦୂଷଣର ଚାଦରର ଛାତି ଚିରି ଏୟାରଫୋର୍ସ-୧ ଦିଲ୍ଲୀରେ ଅବତରଣ କରିଥିଲା। ସେହି ବିମାନରେ ଆମେରିକାର ରାଷ୍ଟ୍ରପତି ବରାକ ଓବାମା ଥିଲେ। ଦିଲ୍ଲୀରେ ୩ ଦିନ ରହିଥିଲେ ଓବାମା। ରାଷ୍ଟ୍ରପତି ଭବନ, ସାଧାରଣତନ୍ତ୍ର ଦିବସ…

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା‌…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡ ବିଧାନସଭା‌ ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି। ମହାରାଷ୍ଟ୍ରରେ ସମସ୍ତ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତକାଲି ନଭେମ୍ବର ୨୦ରେ ଭୋଟ୍‌ ଗ୍ରହଣ ହେବ। ଅନ୍ୟପକ୍ଷେ ଝାଡ଼ଖଣ୍ଡରେ ଦ୍ବିତୀୟ…

୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲିବ। ଶୀତକାଳୀନ ଅଧିବେଶନ ପୂର୍ବରୁ ୨୫ରେ ସର୍ବଦଳୀୟ ବୈଠକ ବସିବ। ଗୃହ ସୁପରିଚାଳନା ନେଇ ବୈଠକରେ ଆଲୋଚନା ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ…

କାଲିଠୁ ଧାନ କିଣା ଆରମ୍ଭ, ବର୍ଦ୍ଧିତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ…