Odisha Link
Bridging the Missing Links in Odisha
Daily Archives

November 20, 2024

ଆସିଲା +୨ ପରୀକ୍ଷା ସୂଚୀ: ଜାଣନ୍ତୁ କେଉଁ…

ଓଏଲ୍‌ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ହେବ। ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ପରୀକ୍ଷା ଚାଲିବ। ଫେବ୍ରୁଆରୀ ୧୮ରୁ…

ଘୋଷଣା ହେଲା ତାରିଖ, ଫେବ୍ରୁଆରୀ ୧୮ରୁ…

ଓଏଲ୍‌ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ହେବ। ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ପରୀକ୍ଷା ଚାଲିବ। ଫେବ୍ରୁଆରୀ ୧୮ରୁ…

ପର୍ଥ ଟେଷ୍ଟ: ଭଲ ଖବର ଦେଲେ ବୋଲିଂ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ଏହିି ମହାମୁକାବିଲା ପାଇଁ ପ୍ରସ୍ତୁତ ଭାରତ-ଅଷ୍ଟ୍ରେଲିଆ ଦଳ। ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର। ଯାହାକୁ ଚାହିଁ ରହିଛନ୍ତି ବିଶ୍ବର ଅଗଣିତ କ୍ରିକେଟ ପ୍ରେମୀ। ପର୍ଥ ଟେଷ୍ଟ ପୂର୍ବରୁ ଟିମ୍‌…

ରାଜ୍ୟରେ ନିର୍ମାଣ ହେବ ଗ୍ରାଣ୍ଡ୍ ରିଙ୍ଗ୍…

ଓଏଲ୍‌ ବ୍ୟୁରୋ: ସଂଚୟ ହେବ ସମୟ। ସୁଦୃଢ଼ ହେବ ଯାତାୟତ ବ୍ୟବସ୍ଥା। ରାଜ୍ୟରେ ଭିତ୍ତିଭୂମିର ବଡ଼ ନେଟୱର୍କ ହେବାକୁ ଯାଉଛି। ଓଡ଼ିଶାର ଚତଃପାର୍ଶ୍ଵରେ ଗ୍ରାଣ୍ଡ ରିଂ ରୋଡ୍ ହେବ ବୋଲି ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି। ମୋଟୁରୁ ମୟୂରଭଞ୍ଜ ତିରିଂ ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ ରାସ୍ତା ହେବ। ମାନଚିତ୍ରକୁ…

ବାଘ ମାଂସ ଖାଇଲେ ଶିକାରୀ, କଡ଼ା ମନ୍ତବ୍ୟ…

ଓଏଲ୍‌ ବ୍ୟୁରୋ: ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ରେଢାଖୋଲ ଫରେଷ୍ଟ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ତିନି ହାତୀଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ଏଭଳି ବିଦ୍ୟୁତ୍‌ ଫାଶରେ ଲାଗି ନୂଆପଡ଼ା ଜିଲ୍ଲାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିବା ପଦାକୁ ଆସିଛି।…

୨୯ରୁ ଡିଜିପି ସମ୍ମିଳନୀ, ଯୋଗ ଦେବେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୯ ତାରିଖରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ଡିଜିପି ସମ୍ମିଳନୀ ହେବାକୁ ଯାଉଛି। ୩ ଦିନିଆ ଡିଜିପି ସମ୍ମିଳନୀ ଲୋକସେବା ଭବନରେ ଅନୁଷ୍ଠିତ ହେବ। ସମ୍ମିଳନୀ ନେଇ ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ପୁଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି, ଜାତୀୟ…

ମାର୍ସ୍କ ଗ୍ରୁପ ମୁଖ୍ୟଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍‌ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି। ଏହି ଅବସରରେ ସିଙ୍ଗାପୁରରେ ମାର୍ସ୍କ ଗ୍ରୁପ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଛନ୍ତି। AP ମୋଲେର ମାର୍ସ୍କ ଗ୍ରୁପ ମୁଖ୍ୟ ରେନେ ପିଲ ପେଡରସନ।…

ବାତ୍ୟା ‘ଦାନା’: ୨୪ରେ ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ବାତ୍ୟା ଦାନା କ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ। ଆସନ୍ତା ୨୪ ତାରିଖରେ ଟିମ୍‌…

ଏଣିକି ୨୪ ଘଣ୍ଟା ଖୋଲା ରହିବ…

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ, ରୋଗୀ ସେବା ପାଇଁ ସରକାରଙ୍କ ନୂଆ ପ୍ରୟାସ। ଏଣିକି ନିରାମୟ କେନ୍ଦ୍ରରେ ୨୪ ଘଣ୍ଟା ମିଳିବ ଔଷଧ। ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ନିରାମୟ କେନ୍ଦ୍ରରେ…

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ପ୍ରୟାସ,…

ଓଏଲ୍‌ ବ୍ୟୁରୋ: ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଛି ଦିଲ୍ଲୀ ବାୟୁର ମାନ। ଚାରିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ସମସ୍ତ ରେକର୍ଡ ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ଆଜି AQI ୫୦୦ ଟପିଛି। ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ GRPA ୪ ଲାଗୁ କରାଯାଇଛି। ଏହି କାରଣରୁ…