Odisha Link
Bridging the Missing Links in Odisha
Daily Archives

November 20, 2024

କଟକରେ ଦୁଷ୍କର୍ମ: ଧରାପଡ଼ିଲା ଅଭିଯୁକ୍ତ,…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନକୁ ବଢ଼ି ଚାଲିଛି ଦୁଷ୍କର୍ମ ଜନିତ ମାମଲା। ଅସୁରିକ୍ଷିତ ହେବାରେ ଲାଗିଛି ଟ୍ୱିନ ସିଟି। ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଛାତିଥରା ଖବର। ମାତ୍ର ୮ ବର୍ଷର ଶିଶୁକୁ ବି ଛାଡ଼ିଲାନି ପିଶାଚ। ଦୁଷ୍କର୍ମ କରି ଅଭିଯୁକ୍ତ…

ଅଭାବରୁ ଶିଶୁବିକ୍ରି ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କା ପାଇଁ ମାଆ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଥିଲା। ଜେକେପୁର ଚାନ୍ଦିଲି ଥାନା ନୂଆପଡ଼ା ସାହିରେ ଏହି ଘଟଣା ଘଟିଛି। ୨୦ ହଜାର ଟଙ୍କା ପାଇଁ ବିକ୍ରି ହୋଇଥିବା ନବଜାତ ଶିଶୁ କନ୍ୟା ଆନ୍ଧ୍ରରେ ଥିବା ସୂଚନା ମିଳିଥିଲା। ତେବେ ଅଭାବ କାରଣରୁ…

ବରଗଡ଼ରୁ ଆରମ୍ଭ ହେଲା ଧାନକିଣା,…

ଓଏଲ୍‌ ବ୍ୟୁରୋ: ଖରିଫ୍ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଖରିଫ୍‌ ଧାନ କିଣା ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଖୁସି ବ୍ୟକ୍ତ କରି କହିଛନ୍ତି, କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ଆଜି…

ଖୋଲିଲା ଧାନମଣ୍ଡି: ମନ୍ତ୍ରୀ କହିଲେ-କଥା…

ଓଏଲ୍‌ ବ୍ୟୁରୋ: ଆଜିଠୁ ଖୋଲିଲା ଧାନମଣ୍ଡି। ଖରିଫ୍ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲିଲା। ବିଧିବଦ୍ଧ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧାନମଣ୍ଡି ଶୁଭାରମ୍ଭ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଖରିଫ୍‌ ଧାନ କିଣା ଶୁଭାରମ୍ଭ ପରେ ଯୋଗାଣ…

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତକାଲି ରାତିରେ ନାଲ୍‌କୋନଗରଠାରେ ପହଞ୍ଚି ରାତ୍ରିରହଣି କରିବା ପରେ ଆଜି ଜିଲ୍ଲା ସଦର ମହକୁମାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସକାଳେ…

ମହାରାଷ୍ଟ୍ର ନିର୍ବାଚନ: ଭୋଟ୍ ଦେଲେ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଜାରି ରହିଛି। ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ। ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଥାନେ ଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ନିଜେ ମତଦେବା ସହ ଲୋକଙ୍କୁ ନିଜ…

ମହାରାଷ୍ଟ୍ର ନିର୍ବାଚନ: ମୁମ୍ବାଇରେ ମତ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଜାରି ରହିଛି। ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ। ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ଆରବିଆଇ ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ମୁମ୍ବାଇରେ ମତଦାନ କରିଛନ୍ତି। ତେବେ ସକାଳ ୯ଟା ପର୍ଯ୍ୟନ୍ତ ମହାରାଷ୍ଟ୍ରରେ…

ଆନୁଷ୍ଠାନିକ ଭାବେ ଖୋଲିଲା ମଣ୍ଡି,…

ଓଏଲ୍‌ ବ୍ୟୁରୋ: ଆଜିଠୁ ଖୋଲିଲା ଧାନମଣ୍ଡି। ଖରିଫ୍ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲିଲା। ବିଧିବଦ୍ଧ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧାନମଣ୍ଡି ଶୁଭାରମ୍ଭ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍,…

ମହାରାଷ୍ଟ୍ରରେ ମତଦାନ: ଦିନ ୯ଟା ସୁଦ୍ଧା…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଜାରି ରହିଛି। ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ। ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ ଶରଦ…

ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଯୋଗାଣ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ସିଏସ୍‌ଓ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଯୋଗାଣ ଅଧିକାରୀ (CSO) ସୁରେଶ ପାଣିଗ୍ରାହୀଙ୍କ ଘରେ ରେଡ୍‌ ଚାଲିଛି। ସୁରେଶ ପାଣିଗ୍ରାହୀଙ୍କ ଭଡାଘର ଓ କାର୍ଯ୍ୟାଳୟ…