Odisha Link
Bridging the Missing Links in Odisha

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: ଓପିଏସସି ଉପରେ ବର୍ଷିଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାକୁ ନେଇ ବର୍ଷିଲେ ହାଇକୋର୍ଟ। ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନଙ୍କ ଉପରେ ବର୍ଷିଲେ ହାଇକୋର୍ଟ। ରିଭାଇଜ୍‌ ମେରିଟ୍‌ ଲିଷ୍ଟ ସହ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୋମବାର ଦିନ ହାଜର ହେବାକୁ ନେଇ କହିଛନ୍ତି ହାଇକେର୍ଟ।

Leave A Reply

Your email address will not be published.