Odisha Link
Bridging the Missing Links in Odisha
Daily Archives

November 21, 2024

‘ଉତ୍କଳ କେଶରୀ’ଙ୍କ ଜନ୍ମ…

ଓଏଲ୍‌ ବ୍ୟୁରୋ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ 'ଉତ୍କଳ କେଶରୀ' ଡଃ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ସମାରୋହ ଶୁଭାରମ୍ଭ ହେଉଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ…

ଉପମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି:…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା। ଡିସେମ୍ବର ସୁଦ୍ଧା ୧କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ।…

ସିଙ୍ଗାପୁର ଗସ୍ତ ସୁଫଳ, ଉତ୍କର୍ଷ…

ଓଏଲ୍‌ ବ୍ୟୁରୋ: ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସହ ସିଙ୍ଗାପୁର ଗସ୍ତରୁ ଫେରିଲେ ମୁଖ୍ୟ ଶାସନ ସଚିବ। ଓଡ଼ିଶା ଫେରି ଶିଳ୍ପମନ୍ତ୍ରୀ କହିଛନ୍ତି ସିଙ୍ଗାପୁର ଗସ୍ତ ସଫଳ, ଏକାଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା ହୋଇଛି। ଉତ୍କର୍ଷ…

ଭାରତର ନୂଆ ସିଏଜି ହେଲେ କେ ସଞ୍ଜୟ…

ଓଏଲ୍‌ ବ୍ୟୁରୋ: ଭାରତର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ହେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ କେ ସଞ୍ଜୟ ମୂର୍ତ୍ତି। ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେଲେ କେ ସଞ୍ଜୟ ମୂର୍ତ୍ତି। ଭାରତର ନୂଆ ସିଏଜି କେ ସଞ୍ଜୟ ମୂର୍ତ୍ତିଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ…

ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ସିଏସ୍‌ଓ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରାଯାଇଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଯୋଗାଣ ଅଧିକାରୀ (CSO) ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ସୁରେଶ ପାଣିଗ୍ରାହୀଙ୍କ ଭଡାଘର ଓ…

ମାଲକାନଗିରିରେ ଏନ୍‌କାଉଣ୍ଟର: ମାଓ ନିପାତ

ଓଏଲ୍‌ ବ୍ୟୁରୋ: ମାଲକାନଗିରିରେ ଏନ୍‌କାଉଣ୍ଟର ହୋଇଥିବା ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ସୁକମା ଓ ମାଲକାନଗିରି ସୀମାରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବନିମୟ ସମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ପୁଲିସ ଡିଜି ୱାଇ.ବି ଖୁରାନିଆ…

ହିଣ୍ଡାଲକୋକୁ ପ୍ରଦୂଷଣ ନିୟନ୍ତ୍ରଣ…

ଓଏଲ୍‌ ବ୍ୟୁରୋ: ନିୟମ ଉଲ୍ଲଙ୍ଘନ କରୁଛି ହିଣ୍ଡାଲକୋ। ଚିନ୍ତା ବଢ଼ାଇଛି ପାଉଁଶ ସ୍ତରର ଉଚ୍ଚତା। ଯାହାକୁ ନେଇ ହୀରାକୁଦ ସ୍ଥିତ ହିଣ୍ଡାଲକୋକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି। ନିୟମ ଉଲ୍ଲଙ୍ଘନ କରୁଥିବା ଜଣାଇ ହିଣ୍ଡାଲକୋକୁ କଡ଼ା ତାଗିଦ୍ କରିଛି। ଜମା କରୁଥିବା ପାଉଁଶ ସ୍ତରର ଉଚ୍ଚତା…

ଯାଜପୁର-ସିଂହପୁର ରାସ୍ତା ଅବରୋଧ, ବିରଜା…

ଓଏଲ୍‌ ବ୍ୟୁରୋ: ଯାଜପୁର ବିରଜା ହାଟ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। ବିରଜା ହାଟ ପୁନଃଅବସ୍ଥାନକୁ ଗୋଟିଏ ଗୋଷ୍ଠୀର ବିରୋଧ ପରେ ସାମୟିକ ଭାବେ ବନ୍ଦ ଘୋଷଣା ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ବିରଜା ହାଟ ପୁନଃଅବସ୍ଥାନ ପାଇଁ ଅନୁମତି ଦେଇଥିଲା ପ୍ରଶାସନ। ପ୍ରଶାସନର ଅନୁମତି ପରେ ବ୍ୟବସାୟୀମାନେ…