Odisha Link
Bridging the Missing Links in Odisha
Daily Archives

November 22, 2024

ନୂଆଦିଲ୍ଲୀରେ ଓଡ଼ିଶା ରାଜ୍ୟ ଦିବସ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ହେବ ଆହୁରି ବ୍ୟାପକ। ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଓଡ଼ିଶା ରାଜ୍ୟ ଦିବସ ଉଦ୍‌ଘାଟିତ ହୋଇଯାଇଛି। ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଓଡ଼ିଶା ରାଜ୍ୟ ଦିବସ ଉଦ୍‌ଘାଟନ କରିଛନ୍ତି।…

୧୦ ବର୍ଷ ପରେ ସ୍ମିଥ ହେଲେ ଗୋଲ୍ଡେନ…

ଓଏଲ୍‌ ବ୍ୟୁରୋ: ଅଷ୍ଟ୍ରେଲିଆର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ୍‌ ଷ୍ଟିଭ ସ୍ମିଥଙ୍କୁ ଶୂନରେ ଆଉଟ୍‌ କରିବା କଠିନ ନୁହେଁ କାଠିକାର ପାଠ। କାରଣ ୧୪ ବର୍ଷର କ୍ୟାରିୟରରେ ମାତ୍ର ୧୧ ଥର ଖାତା ଖୋଲି ପାରିନଥିବା ସ୍ମିଥ କେବଳ ୨ଥର ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି। ଅର୍ଥାତ୍‌ ପ୍ରଥମ ବଲରେ ହିଁ ମାତ୍ର ୨ଥର…

ପର୍ଥ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ,…

ଓଏଲ୍‌ ବ୍ୟୁରୋ: ସରିଲା ପର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ। ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ଓ୍ବିକେଟ ହରାଇ ୬୭ ରନ୍‌ କରିଛି। ଏବେବି ଭାରତଠୁ ୮୩ ରନରେ ପଛୁଆ ଅଛି ଅଷ୍ଟ୍ରେଲିଆ। ଭାରତ ପ୍ରଥମ ଇନିଂସରେ ୧୫୦ ରନ୍‌ ସ୍କୋର କରି ଅଲଆଉଟ ହୋାଇଥିଲା। ତାକୁ ପିଛା କରି ପ୍ରଥମ ଇନିଂସ୍‌ ଆରମ୍ଭ…

ଶିଶୁବିକ୍ରି ମାମଲା: ନାଇଟିଙ୍ଗେଲ…

ଓଏଲ୍‌ ବ୍ୟୁରୋ: ବଲାଙ୍ଗୀର ଶିଶୁବିକ୍ରି ମାମଲାରେ ଖପ୍ରାଖୋଲ ବ୍ଳକ ସୁନାମୁଦୀ ସବ୍ ସେଣ୍ଟର ଏଏନ୍ଏମ୍ ମମତା ଭୋଇ ନିଲମ୍ବିତ ହୋଇଛନ୍ତି। ଏଏନ୍ଏମ୍ ମମତା ଭୋଇ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ନିଲମ୍ବନ ନେଇ ବଲାଙ୍ଗୀର ଭାରପ୍ରାପ୍ତ ସିଡିଏମଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଶିଶୁ ଜନ୍ମ ହେବାପରେ…

ମାଗଣା ରେବଡି ଦରକାର ନା…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ। ତା ପୂର୍ବରୁ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି ଗତକାଲି ୧୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।…

ବନ୍ଦ ହେବ ବେଆଇନ ଗୋରୁ ଚାଲାଣ, କମିଟି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ଗୋରୁ ଚୋରା ଚାଲାଣ। ଗୋ-ଚାଲାଣ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଗୋ-ସୁରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଗୋ-ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍…

ରାଜରାସ୍ତାରେ ଅଭିନେତା କଳି: ମନୋଜ-ବବି…

ଓଏଲ୍‌ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ପିଛା ଛାଡ଼ୁନି ବିବାଦ। କଟକ ଦରଘା ବଜାର ଥାନାରେ ଏତଲା ଦେଲେ ନିର୍ଦେଶକ ସଂଘ ଉପସଭାପତି ବବି ଇସଲାମ। ଜୀବନରୁ ମାରିଦେବା ପାଇଁ ଧମକ ମିଳିବା ପରେ ଥାନାରେ ଏତଲା ଦାୟର କରି ନିଜ ପାଇଁ ସୁରକ୍ଷା ଲୋଡ଼ିଛନ୍ତି ବବି ଇସଲାମ। ଏହା ପରେ ଆଜି ଡିସିପି ଅଫିସ ଆଗରେ ମନୋଜ…

ଚାଷୀ ସଂଗଠନକୁ ଦୁର୍ବ୍ୟବହାର ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ଚାଷୀ ସଂଗଠନ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ବଢିଲା। ଚାଷୀ ସଂଗଠନକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ଚାଷୀ ନେତ୍ରୀଙ୍କୁ `ତୁମ୍‌ ରୋଟି ସେକ୍‌ନେ ଆୟୋଗେ' କହିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବାବେଳେ…

ମନ୍ତ୍ରୀଙ୍କ ବଡ଼ ବୟାନ: ଜାଗା ହରାଇବେ…

ଓଏଲ୍‌ ବ୍ୟୁରୋ: ଜାଗା ମିଶନ ନେଇ ଆଜି ଆଉ ଏକ ବଡ଼ ଘୋଷଣା ହୋଇଛି। ଜାଗା ମିଶନରେ ଜାଗା ହରାଇବେ ଅଯୋଗ୍ୟ ହିତାଧିକାରୀ। ଜାଗା ମିଶନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୁଲ ପ୍ରକ୍ରିୟାରେ LRC ଦେଇଥିଲେ। ଭୁଲ ପ୍ରକ୍ରିୟା ଯୋଗୁଁ ଭୁବନେଶ୍ବର ସହ ଅନ୍ୟ…

୧୫୦ ରନ୍‌ରେ ଟିମ୍‌ ଇଣ୍ଡିଆ ଅଲଆଉଟ୍‌

ଓଏଲ୍‌ ବ୍ୟୁରୋ: ପର୍ଥରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ। ୧୫୦ ରନ୍‌ରେ ଅଲଆଉଟ୍‌ ହେଲା ଟିମ୍‌ ଇଣ୍ଡିଆ। ମାତ୍ର ୫୦ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇଛି ଭାରତ। ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ରନ୍‌ ସ୍କୋର ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ (୪୧) କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ…