ଚାଷୀ ସଂଗଠନକୁ ଦୁର୍ବ୍ୟବହାର ଅଭିଯୋଗ: ଜିଲ୍ଲାପାଳଙ୍କ ବଦଳି ଦାବି
ଓଏଲ୍ ବ୍ୟୁରୋ: ଚାଷୀ ସଂଗଠନ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ବଢିଲା। ଚାଷୀ ସଂଗଠନକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ଚାଷୀ ନେତ୍ରୀଙ୍କୁ `ତୁମ୍ ରୋଟି ସେକ୍ନେ ଆୟୋଗେ’ କହିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବାବେଳେ ଘଟଣାକୁ ନେଇ ଚାଷୀ ସଂଗଠନ ଜିଲ୍ଲାପାଳଙ୍କ ବଦଳି ଦାବି ସହ ନିନ୍ଦା ପ୍ରସ୍ତାବ ଦେଇଛନ୍ତି। ଗତ ୧୯ ତାରିଖରେ ଚାଷୀ ସଂଗଠନକୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ଚାଷୀ ନେତ୍ରୀଙ୍କୁ `ତୁମ୍ ରୋଟି ସେକ୍ନେ ଆୟୋଗେ’ କହିଥିବା ଅଭିଯୋଗ ହୋଇଛି।