Odisha Link
Bridging the Missing Links in Odisha

‘ଆଦିବାସୀ ଭାଷା ସୁରକ୍ଷା ପାଇଁ ପ୍ରଚେଷ୍ଟା, ରାଜ୍ୟରେ ପ୍ରତିଷ୍ଠା ହେବ ଲାଙ୍ଗୁଏଜ୍ ଲ୍ୟାବ’

ଓଏଲ୍‌ ବ୍ୟୁରୋ: ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭାଷା ସୁରକ୍ଷା ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆଦିବାସୀ ଭାଷା ସୁରକ୍ଷା ପାଇଁ ପ୍ରତିଷ୍ଠା ହେବ ଲାଙ୍ଗୁଏଜ୍ ଲାବ୍‌।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆଦିବାସୀ ଭାଷା ସୁରକ୍ଷା ପାଇଁ ଲାଙ୍ଗୁଏଜ୍ ଲାବ୍‌ ପ୍ରତିଷ୍ଠା ହେବ। ଆଦିବାସୀ ଛାତ୍ରଛାତ୍ରୀ ମାତୃଭାଷାରେ ପଢିବା ସହ ଗୁଣାତ୍ମକ ଜ୍ଞାନ ପାଇବେ। ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି କରାଯାଉଛି। ଖୁବଶୀଘ୍ର ରାଜ୍ୟରେ ଆଦିବାସୀ ଭାଷା ସୁରକ୍ଷା ପାଇଁ ଲାଙ୍ଗୁଏଜ୍ ଲାବ୍‌ ପ୍ରତିଷ୍ଠା ହେବ।

Leave A Reply

Your email address will not be published.