Odisha Link
Bridging the Missing Links in Odisha
Daily Archives

November 22, 2024

ବଦଳିବ ଅବକାରୀ ନୀତି, ଡ୍ରଗ୍ସ କାରବାରରେ…

ଓଏଲ୍‌ ବ୍ୟୁରୋ: ବଦଳିବ ଅବକାରୀ ନୀତି। ଡ୍ରଗ୍ସ କାରବାରର ମୂଳପୋଛ ହେବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଥିଲା। ପୁରୀ ବେଳାଭୂମିରେ ମଦ କ୍ୟାବିନ୍‌ ଖୋଲିବନି। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍‌ ଖୋଲିବନି।…

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଛି ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ। ବୋର୍ଡର ନିଜସ୍ୱ ୱେବସାଇଟ http://www.bseodisha.ac.inରେ ଏହି ପରୀକ୍ଷା ଫଳ ଉପଲବ୍ଧ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମରୁ ଅଷ୍ଟମ…

ବଦଳିବ ଯୁକ୍ତଦୁଇ ପରୀକ୍ଷା ଢାଞ୍ଚା,…

ଓଏଲ୍‌ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ହେବ। ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏହା ପୂର୍ବରୁ ଯୁକ୍ତଦୁଇ ପରୀକ୍ଷା ଢାଞ୍ଚକୁ ନେଇ ବଡ଼ ଖବର ସମାନକୁ ଆସିଛି। ଚଳିତବର୍ଷ ୮୦ ମାର୍କର ଥିଓରୀ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୧୦ ମାଓ…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗତକାଲି ମାଲକାନଗିରିରେ ଏନ୍‌କାଉଣ୍ଟର ହୋଇଥିବା ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଥିଲେ। ସୁକମା ଓ ମାଲକାନଗିରି ସୀମାରେ ମାଓବାଦୀ-ଯବାନଙ୍କ…

ମର୍ମନ୍ତୁଦ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା…

ଓଏଲ୍‌ ବ୍ୟୁରୋ: ବାଇକ୍‌ରେ ଯିବାବେଳେ ମାଡ଼ିଗଲା ଟ୍ରକ ଆଉ ଚାଲିଗଲା ୪ ଜୀବନ। ସଦର ଥାନା ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଥମ ୩ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଗୁରୁତର ଆହତଙ୍କୁ ମେଡିକାଲ…

‘ଆଦିବାସୀ ଭାଷା ସୁରକ୍ଷା ପାଇଁ…

ଓଏଲ୍‌ ବ୍ୟୁରୋ: ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭାଷା ସୁରକ୍ଷା ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆଦିବାସୀ…

ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ

ଓଏଲ୍‌ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ସେବାୟତ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା। ମହାପ୍ରଭୁଙ୍କ ଅବକାଶ ନୀତି ପରେ ସପିରବାର ସହ ଶ୍ରୀମନ୍ଦିର ଯାଇ…

ଆଜିଠୁ ଦିଲ୍ଲୀରେ ‘ଓଡ଼ିଶା ପର୍ବ’, ଯୋଗ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଦିଲ୍ଲୀରେ ୩ ଦିନିଆ ‘ଓଡ଼ିଶା ପର୍ବ’। ଜବାହାରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଆ ସମାଜ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ ମୋହିବ ସମ୍ବଲପୁରୀ, ଓଡ଼ିଶୀ ଓ ଛଉ ନୃତ୍ୟ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଚଳିତ ଓଡ଼ିଶା ପର୍ବକୁ କରିବ…

ଆଜିଠୁ ସମ୍ବଲପୁରରେ ଖରିଫ ଧାନକିଣା,…

ଓଏଲ୍‌ ବ୍ୟୁରୋ: ଖରିଫ୍ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜିଠୁ ସମ୍ବଲପୁରରେ ଖରିଫ ଧାନକିଣା ଆରମ୍ଭ ହେବ। ଚାଷୀଙ୍କୁ ଏମଏସପି ସହ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସହାୟତା ମିଳିବ। ସୂଚନା ଅନୁସାରେ, ଗତ ୨୦ ତାରିଖରେ…

ମର୍ମନ୍ତୁଦ ଦୁର୍ଘଟଣା: ୩ମୃତ

ଓଏଲ୍‌ ବ୍ୟୁରୋ: ବାଇକ୍‌ରେ ଯିବାବେଳେ ମାଡ଼ିଗଲା ଟ୍ରକ ଆଉ ଚାଲିଗଲା ୩ ଜୀବନ। ସଦର ଥାନା ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମର୍ମନ୍ତୁଦ ଦୁର୍ଘଟଣା ୩ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି।…