Odisha Link
Bridging the Missing Links in Odisha
Daily Archives

November 23, 2024

୧୭ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ…

ଓଏଲ୍ ବ୍ୟୁରୋ: ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୭ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’…

କୁଳପତି ଚୟନରେ ସାମିଲ ହେବେ ଶିକ୍ଷାବିତ,…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଶିଳ୍ପନୀତିର ଦୁଇଟି ସଂଶୋଧନ…

ପର୍ଥ ଟେଷ୍ଟରେ ବୁମରାହଙ୍କ ବଡ଼ ରେକର୍ଡ

ଓଏଲ୍‌ ବ୍ୟୁରୋ: ପର୍ଥରେ ନୂଆ ଇତିହାସ ଲେଖିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରାହ। ଭାରତର କାମଚଳା ଅଧିନାୟକ ବୁମରାହଙ୍କ ଫିପ୍ଲରରେ କଙ୍ଗାରୁ ବାହିନୀ ଆଣ୍ଠେଇ ଥିଲା। ୫ ଓ୍ବିକେଟ ସଫଳତା ସହିତ ବୁମରାହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଏକ…

୨ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଶିଳ୍ପନୀତିର ଦୁଇଟି ସଂଶୋଧନ…

ଜିତିଲେ ହେମନ୍ତ ସୋରେନ

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡରେ ବଦଳିଲା ଗଣିତ। ପୁଣିଥରେ ସରକାର ଗଠନ କରିବ ଇଣ୍ଡି ମେଣ୍ଟ। ଇଡି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସାରେନ୍‌ ଫସିଥିଲେ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି ଝାଡ଼ଖଣ୍ଡ ଜନତା। ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ। ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ…

ଏକାଠି ବସି ମହାରାଷ୍ଟ୍ରବାସୀଙ୍କୁ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳରେ ବାଜି ମାରିଛି ମହାୟୁତି। ବିଜେପି ନେତୃତ୍ବାଧୀନ ମହାୟୁତିକୁ ମିଳିଛି ବହୁୁମତ। ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଏବଂ ଅଜିତ…

ପ୍ରଥମ ଲଢେଇରେ ପ୍ରିୟଙ୍କାଙ୍କ ବିପୁଳ…

ଓଏଲ୍‌ ବ୍ୟୁରୋ: ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ଚମତ୍କାର ପଦାର୍ପଣ। ଓ୍ବାୟନାଡ ଆସନର ଉତ୍ତରାଧିକାରୀ ହେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନାଡ ଆସନରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି…

ମହାରାଷ୍ଟ୍ରରେ ମହାୟୁତି, ଜନତାଙ୍କୁ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ମହାୟୁତି ମେଣ୍ଟକୁ ବହୁୁମତ ମିଳିଥିବା ବେଳେ ମହାବିକାଶ ଅଘାଡ଼ି ମେଣ୍ଟ ବହୁୁ ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ମହାୟୁତିକୁ ୨୨୩ଟି ଆସନରେ ବହୁମତ ମିଳିଛି। ଅର୍ଥାତ୍‌ ୨୨୩ଟି ଆସନରେ ଲିଡ…

‘ଜେଡ୍’ ଉପରେ ଇଡିର ରେଡ୍

ଓଏଲ୍‌ ବ୍ୟୁରୋ: ରାଜ୍ୟର ପ୍ରତିଷ୍ଠିିତ ବିିଲ୍ଡର ସଂସ୍ଥା 'ଜେଡ୍' ଉପରେ ଇଡିର ଚଢ଼ାଉ। ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ରେଡ୍‌ କରିିଛି ଇଡି। ଏକାକାଳୀନ ୧୧ଟି ସ୍ଥାନରେ ରେଡ କରୁଛି ଇଡି। ଜେଡ୍‌ର ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ବି ତନାଘନା କରୁଛି ଇଡି।

ସୁଭଦ୍ରା ଯୋଜନା: ରବିବାର ମିଳିବ ତୃତୀୟ…

ଓଏଲ୍‌ ବ୍ୟୁରୋ: ରବିବାର ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା।‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ଆସନ୍ତାକାଲି ଟଙ୍କା ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ଆହୁରି…