Odisha Link
Bridging the Missing Links in Odisha

‘ଜେଡ୍’ ଉପରେ ଇଡିର ରେଡ୍

ଓଏଲ୍‌ ବ୍ୟୁରୋ: ରାଜ୍ୟର ପ୍ରତିଷ୍ଠିିତ ବିିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡିର ଚଢ଼ାଉ। ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ରେଡ୍‌ କରିିଛି ଇଡି। ଏକାକାଳୀନ ୧୧ଟି ସ୍ଥାନରେ ରେଡ କରୁଛି ଇଡି। ଜେଡ୍‌ର ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ବି ତନାଘନା କରୁଛି ଇଡି।

Leave A Reply

Your email address will not be published.